Sign in
Sign in
Recover your password.
A password will be e-mailed to you.
Browsing Category
ଲାଇଫଷ୍ଟାଇଲ
ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଆଇସିୟୁ
ଭୁବନେଶ୍ୱର . - ୨୦୨୦ ମାର୍ଚ୍ଚ ସୁଦ୍ଧା ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସୁବିଧା ଉପଲବ୍ଧ ହେବ ଏବଂ ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏହା ୨୦୨୧ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ।
କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଓ ହୃଦଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ…
ଆପଣଙ୍କ ନାମର ପ୍ରଥମ ଅକ୍ଷର ଇଂରାଜୀ ଏ , ବି କିମ୍ବା ସି’ରୁ ଆରମ୍ଭ ହୋଇଥିଲେ , ଜାଣନ୍ତୁ
ନ୍ୟୁମୋରଲଜି ଅନୁସାରେ ନାମରେ ଥିବା ଅକ୍ଷରରୁ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣା ପଡିଥାଏ । ଅମିର ଖାନ୍ଙ୍କ ନାମ ହେଉ କି ଭିଖାରୀ ବଳଙ୍କର ନାମ ସମସ୍ତେ ଜଣେ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ । ତେବେ
ଆପଣଙ୍କ ବ୍ୟକ୍ତିତ୍ୱ କଅଣ ହୋଇପାରେ ଇଂରାଜୀ ଅକ୍ଷର ଏ , ବି କିମ୍ବା ସି ରୁ ଆରମ୍ଭ…
ସହରୀକରଣ ଯୋଗୁଁ ହ୍ରାସ ପାଉଛି ପୈତୃକ ସଂପର୍କ
ଭୁବନେଶ୍ୱର: ଆଜିକାଲି ପିଲାମାନଙ୍କର ରକ୍ଷଣାବେକ୍ଷଣ ଏକାକୀ ପରିବାରରେ ହେଉଛି । ଅନେକ ଘରେ ଅଜା-ଆଈଙ୍କର ଭଲ ପାଇବା ପିଲାମାନଙ୍କୁ ମିଳିପାରୁନାହିଁ । କାରଣ କାମ ଖୋଜି ଏହି ପିଲାମାନଙ୍କର ମାତା-ପିତା ନିଜର ଘର ଓ ନିଜର ଜନ୍ମଭୂମିକୁ ଛାଡି ଦୂର କୌଣସି ସହରରେ ରହୁଛନ୍ତି କିନ୍ତୁ ଏହି ସବୁ…
ଶିଶୁ ସ୍ୱାସ୍ଥ୍ୟ ପାଇଁ ବିପଦ କପଡ଼ା ସଫା କରାଯାଉଥିବା ଡିଟର୍ଜେଣ୍ଟ
ଭୁବନେଶ୍ୱର: ଆପଣ ଥରଟିଏ ଦୃଷ୍ଟି ଦିଅନ୍ତୁ ନିତିଦିନିଆ ଘରେ ବ୍ୟବହାର କରାଯାଉଥିବା ଜରୁୁରୀ ଜନିଷ ବେଳେ ବେଳେ ଆମର ଶରୀରକୁ କ୍ଷତି ପହଂଚାଉଛି । ଛୋଟ ପିଲା ବ୍ୟବହାର କରିବା ଦ୍ୱାରା ଏହାର ଇମ୍ୟୁନିଟି ଦୁର୍ବଳ ହୋଇଥାଏ ତାଙ୍କୁ ଏହି ଜିନିଷମାନଙ୍କରେ ବେଶୀ ଅସୁବିଧା ହୋଇଥାଏ । ଏହା ମଧ୍ୟରୁ…
ଭାରତରେ ହ୍ରାସ ପାଇଛି ଅପପୁଷ୍ଟି, ବଢୁଛି ମୋଟାପଣ: ରିପୋର୍ଟ
ସଂଯୁକ୍ତ ରାଷ୍ଟ୍ର: ଭାରତରେ ଅପପୁଷ୍ଟିର ଶିକାର ହେଉଥିବା ଲୋକଙ୍କର ସଂଖ୍ୟା ହ୍ରାସ ପାଇବାକୁ ଏକ ଭଲ ଖବର କୁହାଯାଉଛି । ମାତ୍ର ଅନ୍ୟ ଏକ ଖରାପ ହେଉଛି, ଦେଶରେ ମୋଟାପଣ ଲୋକଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଏବେ ଦୁର୍ଭିକ୍ଷ ନାହିଁ । ଲୋକଙ୍କୁ…
ଜାଣନ୍ତୁ ହଳଦୀ ଓ ରସୁଣ ସ୍ୱାସ୍ଥ୍ୟପାଇଁ କେତେ ଭଲ
ହଳଦୀ
ଆୟୁର୍ବେଦରେ ଏହା ଏକ ଉତ୍ତମ ସ୍ଥାନ ଗ୍ରହଣ କରିଛି ।ଚର୍ମର ସୌନ୍ଦର୍ଯ୍ୟ ସହିତ ଶରୀର ସୁସ୍ଥତା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହଳଦୀ।ହଳଦି ଯନ୍ତ୍ରଣା ଏବଂ ଫୁଲା ସମସ୍ୟାକୁ ଦ୍ରୁତ ଆରୋଗ୍ୟ କରାଇପାରେ। ଆର୍ଥ୍ରାଇଟିସ୍, ଛାତି ପୋଡିବା, କୃମି, ପେଟ ଯନ୍ତ୍ରଣା, ମୁଣ୍ଡବ୍ୟଥା, ଦାନ୍ତବ୍ୟଥା,…
ଅଦାର ଆଣ୍ଟିବାଓଟିକ ଗୁଣ
ଆଣ୍ଟିବାୟୋଟିକ୍ ଗୁଣ ଯୋଗୁ ଥଣ୍ଡା, ସର୍ଦି, ଜ୍ୱର ଆଦି ହେଲେ ଅଦା ଖୋଜା ପଡେ।
ଶରୀରରେ ଥିବା ଭୂତାଣୁ ଏବଂ ସଂକ୍ରମଣ ଯୋଗୁ ସର୍ଦି, କାଶ ହୋଇଥାଏ।
ଏପରି ସ୍ଥିତିରେ ଅଦା ଖାଇବା ଦ୍ୱାରା ଏହି ଭୂତାଣୁ କବଳରୁ ମୁକ୍ତି ମିଳେ।
ଅଦା ମଧ୍ୟ ଏକ ପ୍ରାକୃତିକ ଯନ୍ତ୍ରଣାନିବାରକ ଯାହା ଶ୍ୱାସ ଏବଂ…
ସ୍ପଣ୍ଡିଲୋସିସ୍ ଓ ଏହାର ନିରାକରଣ
ଏହି ରୋଗରେ ବେକ, କାନ୍ଧ, ଅଣ୍ଟାଦରଜ ହୁଏ। ହାତ ଉପରକୁ ଉଠାଇବାକୁ କଷ୍ଟ ଲାଗେ।
ମୁଣ୍ଡ ତଳେ ତକିଆ ଦେଇ ଶୁଅନ୍ତୁ ନାହିଁ।
ମୁଣ୍ଡ ଧୋଇ ନିୟମିତ ସ୍ନାନ କରିବା ମଧ୍ୟ ଅନୁଚିତ।
ସିଝା ଖାଦ୍ୟ ଠିକ୍ ସମୟରେ ଖାଇବା ଆବଶ୍ୟକ।
ଔଷଧ ଖାଇବା ସହ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରସାରଣୀ…
ମହାଭାରତରେ ଲୁଚି ରହିଛି ସଫଳତାର ରହସ୍ୟ
ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଏମିତି କିଛି ଗ୍ରନ୍ଥ ଓ ପୁରାଣ ରହିଛି, ଯାହା ଆମକୁ ଜୀବନ ଦର୍ଶନ ଓ ପଥ ପ୍ରଦର୍ଶନ ବାବଦରେ ରାସ୍ତା ଦେଖାଇଥାଏ । ମହାଭାରତ ମଧ୍ୟ ଏମିତି ଏକ ଗ୍ରନ୍ଥ ଅଟେ ଯେଉଁଥିରେ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବାର ମନ୍ତ୍ର ଲୁଚି ରହିଛି । ମହାଭାରତ ଅନୁସାରେ ଯଦି ଆପଣ…
ପ୍ରଦୂଷଣ ନେଉଛି ଜୀବନ, ମହିଳାଙ୍କ ପାଇଁ ଅଧିକ ବିପଦ
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଏପରିକି ଘରେ ଥାଇ ମଧ୍ୟ ବାୟୁ ପ୍ରଦୂଷଣ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଗୃହିଣୀ ମହିଳାମାନେ ଘର ଭିତରେ ଅଧିକାଂଶ ସମୟ ରହୁଥିବାରୁ ସେମାନେ ଅଧିକ ମାନସିକ ସ୍ତରରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ।…