Sign in
Sign in
Recover your password.
A password will be e-mailed to you.
Browsing Category
ଲାଇଫଷ୍ଟାଇଲ
କର୍ପୂରମୁଣ୍ଡ ବିନ୍ଧା, ପାଟି ଦୁର୍ଗନ୍ଧ ଦୂର ସହ ଆରୋମାଥେରାପି
ସାଧାରଣତଃ କର୍ପୂର ଦୁଇ ପ୍ରକାରର। ଗୋଟିଏ ହେଲା ପ୍ରାକୃତିକ କର୍ପୂର, ଯାହା ଗଛରୁ ମିଳେ। ଏହି କର୍ପୁରକୁ ଆମେ ଖାଇପାଇପାରିବା ଏବଂ ଅନ୍ୟଟି ହେଲା ରସାୟନିକ ପ୍ରକ୍ରିୟା ଦ୍ୱାରା ପ୍ରସ୍ତୁତ କରାଯାଉଥିବା। ବଜାରରେ କୃତ୍ରିମ କର୍ପୂର ମିଳିଥାଏ। ହିନ୍ଦୁ ଧର୍ମରେ ପୂଜା ସମୟରେ କର୍ପୂର ବ୍ୟବହାର…
ବଜାରରେ ଆମାଜନ ଫାୟାର ଟିଭି ଷ୍ଟିକ୍ ୪କେ ଓ ଆଲେକ୍ସା ଭଏସ୍ ରିମୋଟ
ଭୁବନେଶ୍ୱର : ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ୍ ପକ୍ଷରୁ ଫାୟାର ଟିଭି ଷ୍ଟିକ୍ ୪କେ ଏବଂ ଆଲେକ୍ସା ଭଏସ୍ ରିମୋଟ, ଅଲ୍ ନିୟୁ କାଇଣ୍ଡଲି ପେପର ହ୍ଵାଇଟ୍ ଉପଲବ୍ଧ ହେଉଛି। ଫାୟାର ଟିଭି ଷ୍ଟିକ୍ ୪କେର ମୂଲ୍ୟ ୫,୯୯୯ଟଙ୍କା ରହିଛି। ଏଥିରେ ଶକ୍ତିଶାଳୀ ଷ୍ଟ୍ରିମିଂ, ଡୋଲବି ଭିଜନ…
ଜାଣନ୍ତୁ ଏହି ଔଷଧ ଯୋଗୁଁ ହୋଇପାରେ ହାର୍ଟ ଆଟାକ
ହାର୍ଟ ଆଟାକ ବା ହୃଦଘାତର ବିଭିନ୍ନ କାରଣ ରହିଛି । ମୋଟାପଣ ସହ , ହୃଦୟ ବା ହାର୍ଟକୁ ରକ୍ତ ଯୋଗାଉଥିବା ଧମନୀରେ ଚର୍ବି ଜମାଟ ବାନ୍ଧିଲେ , କୌଣସି କାରଣରୁ ଏହା ସରୁ ହୋଇଗଲେ , ଏହିପରି ଅନେକ କାରଣ ରହିଛି ହାର୍ଟ ଆଟାକ ହୋଇଥାଏ । କେତେକ ପେନ୍ କିଲର ଔଷଧକୁ ଅଧିକ ବ୍ୟବହାର କଲେ ବା ଲମ୍ବା…
ଭଲ ନିଦ ହେବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ ନିଶ୍ଚୟ ଆସିବ ନିଦ
ଭଲ ନିଦ ହେବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ ନିଶ୍ଚୟ ଆସିବ ନିଦ
ଏହି ଉପାୟରେ ମୁହଁକୁ କରିବେ ଦାଗ ହୀନ, ଦୂର ହେବ କଳା ଦାଗ ଉଜ୍ଜଳ ହେବ ଚେହେରା
ମୁହଁରେ କଳାଦାଗ ଆପଣ ନିମ୍ନରେ ବର୍ଣ୍ଣନା କରାଯ।ଇଥିବା ଉପାୟ ଅବଲମ୍ବନ କରି ବହୁ ମାତ୍ରାରେ ଏଥିରୁ ମୁକ୍ତି ପାଇ ପାରିବେ । ମୁହଁ ଦାଗହୀନ ହେବ
ଅନେକ ଥର ମୁହଁ ଧୋଇବା ସହ ବେଳେ ବେଳ ମୁହଁରେ ବରଫ ମାଲିସ କରନ୍ତୁ
ମୁଲତାନ ମିଟି ସହ ନିମ୍ବ ପତ୍ରର ଫେସ୍ ପ୍ୟାକ…
ଏ ସବୁ କଲେ ନିଶ୍ଚିତ ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବେ
କେତକ ଲୋକ ଶୋଇବା ସମୟରେ ଘୁଙ୍ଗୁଡି ମାରନ୍ତି । ତାଙ୍କ ପାଖରେ ଶୋଇଥିବା ଲୋକ ଘୁଙ୍ଗୁଡି ଯୋଗୁଁ ଶୋଇ ପାରି ନଥାନ୍ତି । ଶ୍ୱାସ କ୍ରିୟାରେ ସମସ୍ୟା ଯୋଗୁଁ ଘୁଙ୍ଗୁଡି ସମସ୍ୟା ଦେଖା ଦେଇଥାଏ ।
ମୋଟାପଣ ବଢିଲେ ଘୁଙ୍ଗୁଡି ହୋଇଥାଏ । ବ୍ୟାୟାମ କଲେ ଏହି ସମସ୍ୟାରୁ ମୁକ୍ତିମିଳି ପାରିବ ।…
ଜାଣନ୍ତୁ, ଗୁଡର ଖାଇବାର ରହିଛି ଏହି ସବୁ ଫାଇଦା
ସପ୍ତାହ ପର୍ୟ୍ୟନ୍ତ ଭୋଜନ ପରେ ଗୁଡ଼ ଖାଇଲେ ତ୍ବଚାରେ ବିଶେଷ ଚମକ ଆସିଥାଏ। ଯୁବତୀ ଓ ମହିଳାମାନେ ଏହା ଖାଇ ନିଜେ ପରୀକ୍ଷା କରିପାରିବେ।
ଗୁଡ଼ରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ ହାଡ଼କୁ ମଜବୁତ୍ କରିଥାଏ।
ଦୁର୍ବଳ ଲାଗୁଥିଲେ ୧ ଚାମଚ ଗୁଡ଼ ଭୋଜନ ପରେ ଖାଆନ୍ତୁ। ୨-୩ ଦିନ ମଧ୍ୟରେ ଏହାର…
ଫଳ କରିବ ପତଳା
ମେଦବହୁଳତା ଏବେ ଅଧିକାଂଶଙ୍କୁ ଏପରି ଆକ୍ରାନ୍ତ କରିଛି ଯେ ସେମାନେ ପତଳା ହେବା ଲାଗି ବିଭିନ୍ନ ପ୍ରକାର ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଅନେକେ ଡାଏଟିଂ ବା ଖାଦ୍ୟ ନିୟନ୍ତ୍ରଣ କରୁଛନ୍ତି। ତେବେ କେବଳ ଖାଦ୍ୟ ଛାଡିବାରେ ମନମୁତାବକ ଫଳ ମିଳିନଥାଏ। କେତେକ ଜିନିଷ ଖାଇବା ଦ୍ୱାରା ବି ଓଜନ…
ଯୋଗ ଧ୍ୟାନ କଲେ ପୁରୁଷତ୍ୱ ସହ ସ୍ମାର୍ଟନେସ୍ ବୃଦ୍ଧି ପାଏ
ଧ୍ୟାନ କରୁଥିବା ବ୍ୟକ୍ତି ସୁସ୍ଥ ସବଳ ରହିଥାଆନ୍ତି । ସେମାନଙ୍କର ମନ ସ୍ଥିର ରହିଥାଏ । ଧ୍ୟାନକଲେ ପୁରୁଷ୍ୱତ ବୃଦ୍ଧି ପାଇଥାଏ । କେବଳ ନାରୀମାନଙ୍କ ପାଇଁ ବି ଧ୍ୟାନ ଅତି ଉତ୍ତମ । ଅନେକ ବୈଜ୍ଞାନିକ ଗବେଷଣାରୁ ଏହି ତଥ୍ୟ ପ୍ରମାଣିତ ହୋଇଛି । ଧ୍ୟାନ କରିବା ଦ୍ୱାରା ବିଭିନ୍ନ ଇନ୍ଦ୍ରୀୟ…
ଗୋଲ ମରିଚର ରହିଛି ଏହି ସବୁ ଅତି ଉପାଦେୟ ଗୁଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଗୋଲ ମରିଚର ରହିଛି ଏହି ସବୁ ଅତି ଉପାଦେୟ ଗୁଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ