Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଗୋଟିଏ ଦିନରେ ସ୍ୱିଗିରୁ ୨୦୭ ପିଜା ଅର୍ଡର କରି ଜାତୀୟ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର
ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନ୍-ଡିମାଣ୍ଡ ସୁବିଧା ପ୍ଲାଟଫର୍ମ ସ୍ୱିଗି ଏହାର ବାର୍ଷିକ ରିପୋର୍ଟ ‘ହାଓ ଇଣ୍ଡିଆ ସ୍ୱିଗିଡ୍ ୨୦୨୩’ରେ ଭୁବନେଶ୍ୱରର ରୋଷେଇ ଧାରାକୁ ଉନ୍ମୋଚନ କରିଛି । ନିଜର ସମୃଦ୍ଧ ରୋଷେଇ ଐତିହ୍ୟ ପାଇଁ ଜଣାଶୁଣା ଭୁବନେଶ୍ୱରବାସୀ ଉତର ଭାରତୀୟ ଖାଦ୍ୟ ପ୍ରତି ଭଲ ପାଇବା!-->…
ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ୧୯ଦିନରେ ୨୩୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୧୯ତମ ଦିବସରେ ୨୩୦୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା କନ୍ଧମାଳ, ରାୟଗଡା ଏବଂ କେନ୍ଦୁଝର ପହଁଂଚି ଷ୍ଟାର୍ଟଅପ୍!-->…
ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ ଆଇନବିଭାଗ ପକ୍ଷରୁ ଚେତାବନୀ
କଟକ- ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ କଟକର ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ଆଇନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ଆବାସ ଦୁର୍ନୀତିରେ ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜାକରଣ ଗିରଫ ହୋଇଥିଲେ । ଏଥିରେ ବେଆଇନ ସତ୍ୟପାଠ!-->…
ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍ସିପ୍ ଅଭିଯାନ ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ୨୦୨୩ର ଶୁଭାରମ୍ଭ
ଏହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତାକୁ ବିକଶିତ କରିବା ଏବଂ ଓଡିଶାର ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀ, ଓ ଉଦ୍ଭାବକମାନଙ୍କଠାରୁ ନୂଆ ବିଚାରଧାରାଗୁଡିକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି ।
ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍!-->!-->!-->!-->…
ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଗତ ୨୮ ଦିନ
ଧରି ହୋଇପାରି ନାହିଁ
ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଗତ ୨୮ ଦିନ ଧରି ହୋଇପାରି ନାହିଁ । ଦତ୍ତ ମହାପାତ୍ର ସେବକ ଏବଂ ଶ୍ରୀମନ୍ଦିରପ୍ରଶାସନ ଅଲଗା ଅଲଗା ଦିନରେ ବନକଲାଗି ନୀତି କରିବା ପାଇଁ ବିଚାର କରୁଥିବା ଯୋଗୁଁ ଏହି ନୀତି ବନ୍ଦ ରହିଛି । ଶ୍ରୀଜୀଉମାନଙ୍କର ନୀତିକୁ ଶୃଙ୍ଖଳିତ କରିବା ଲାଗି!-->…
ଗୋପାଳପୁର ବେଳାଭୂମି ନିକଟରେ ଜୋନ୍ ବାଏ ଦି ପାର୍କର ଶୁଭାରମ୍ଭ ସହ ଓଡ଼ିଶାରେ ପ୍ରବେଶ କରିଛି ଆପିଜେ ସୁରେନ୍ଦ୍ର ପାର୍କ…
ଗୋପାଳପୁର: ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍ସ ପକ୍ଷରୁ ଗର୍ବର ସହ ପୂର୍ବ ଭାରତର ସବୁଠୁ ସ୍ୱଚ୍ଛ ବେଳାଭୂମି ଓ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୋପାଳପୁରରେ ନୂଆ ହୋଟେଲ୍ ଜୋନ୍ ବାଏ ଦି ପାର୍କ ଗୋପାଳପୁରର ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ!-->…
ପନି ପରିବା ବଢିବା ପଛରେ ମମତାଙ୍କ ହାତ! ପଶ୍ଚିମବଙ୍ଗରୁ ଆସୁଥିବା ଗେଣ୍ଡୁମାଳ ବି ଏତିକି
ଏବେ ପନି ପରିବା ଦର ହଠାତ୍ ଆକାଶ ଛୁଆଁ ହୋଇଛି । କିଛି ଦନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ଥିବା ବେଳେ ଏବେ ୧୦୦ ଟଙ୍କା ପ୍ରତିକିଲୋ ପାର କରିଛି । ବର୍ଷା ଯୋଗୁଁ ଦର ବଢିଥିବା କୁହାଯାଉଛି । ହେଲେ ହଠାତ୍ ବର୍ଷା ଯୋଗୁଁ କଣ ସବୁ ଟମାଟୋ ଖରାପହୋଇଗଲା . କେବଳ ଟମାଟୋ ନୁହେଁ ଅଦା କିଲୋ ୩୦୦!-->…
ଓଡ଼ିଶାର 2 ଦେଶର 50 ଟି ନୂଆ ମେଡ଼ିକାଲ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ
ଦେଶର ୫୦ଟି ନୂଆ ମେଡ଼ିକାଲ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବ । ଏ ସମ୍ପର୍କରେ କେନ୍ଦ୍ରସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତଥ୍ୟ ଅନୁସାରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମେଡ଼ିକାଲ କଲେଜ ଓ!-->!-->!-->…
ଗତକାଲି ସଂଧ୍ୟାରେ ନୂଆପଡା ଜିଲ୍ଲା ଖରିଆର ରୋଡରେ ଦୁର୍ଗ୍-ପୁରୀ
ଇଣ୍ଟରସିଟି ଏକ୍ସପ୍ରେସ୍ରେ ନିଆଁ
ଗତକାଲି ସଂଧ୍ୟାରେ ନୂଆପଡା ଜିଲ୍ଲା ଖରିଆର ରୋଡରେ ଦୁର୍ଗ୍-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ରେ ନିଆଁ ଲାଗିଥିବା ଜଣାପଡିଛି । ଯାତ୍ରୀମାନେଭୟଭୀତ ହୋଇ ଓହ୍ଲାଇ ପଡିଥିବାରୁ କାହାରି ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି । ତୁରନ୍ତ ଖରିଆର ରୋଡ ଅଗ୍ନିଶମ ବିଭାଗ କର୍ମଚାରୀଘଟଣାସ୍ଥଳରେ ପହଞ୍ଚି!-->…
୮ ଦିନ ବିଳମ୍ବରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ -ଆସନ୍ତା ୪୮ ଘଣ୍ଟା ମଧ୍ୟରେ
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସାଧାରଣତଃ ଜୁନ୍ ପହିଲାବେଳକୁ ମୌସୁମୀ ବାୟୁ କେରଳ ଛୁଇଁଥାଏ । ତେବେ ଚଳିତଥର ଏହା ୮ ଦିନ ବିଳମ୍ବରେ ପହଞ୍ଚିଛି । ମୌସୁମୀ ବାୟୁ ପ୍ରଭାବରେ ଆଣ୍ଡାମାନ ଓ ନିକୋବରରେ ବର୍ଷା ଜାରି ରହିଛି!-->…