Sign in
Sign in
Recover your password.
A password will be e-mailed to you.
Browsing Category
ବିଶ୍ୱାସ
ଶାରଦୀୟ ନବରାତ୍ରୀର ୮ ମ ଦିନରେ ମା ମହାଗୌରୀଙ୍କ ଉପାସନା କଲେ ସକଳ ମନୋକାମନା ପୂରଣ ହୋଇଥାଏ
ମା ଦୁର୍ଗାଙ୍କ ଅଷ୍ଠମ ରୂପ ହେଲେ ମା ମହାଗୌରୀ । ନାମରୁ ହିଁ ପ୍ରତୀତ ହେଉଛି ଯେ ମା ଗୌରବର୍ଣ୍ଣା ଓ ଅପରୂପା । ଶ୍ୱେତବସନା ମାଙ୍କ ·ରିିଟି ହାତ ଓ ସେଗୁଡ଼ିକରେ ପଦ୍ମ, ତ୍ରୀଶୂଳ ଓ ଡମ୍ବରୁ ଧାରଣ କରିଥାନ୍ତି ଓ ୪ର୍ଥ ହସ୍ତଟି ବରଦ ମୁଦ୍ରାରେ ରହିଛି । ସେ ବୃଷଭ ଧାରଣ କରିଥିବାରୁ ତାଙ୍କୁ…
କାଳରାତ୍ରୀ : ମା’ ଦୁର୍ଗାଙ୍କ କରାଳ ରୂପ, ନବରାତ୍ରୀର 7ମ ଦିନରେ ମା’ଙ୍କ ଉପାସନା କଲେ ଅମୋଘ ଫଳପ୍ରାପ୍ତି…
ମା ଦୂର୍ଗାଙ୍କ ୭ମ ରୂପ ହେଉଛନ୍ତି ମା କାଳରାତ୍ରୀ । ନାମରୁ ହିଁ ଜଣାପଡେ ଯେ ମା ଭୀଷଣାକୃତି । ଶରୀରର ରଂଗ ରାତି ପରି କଳା, ଚକ୍ଷୁ ଅଗ୍ନୀସମ, କେଶ ରାଶି ଅସ୍ତବ୍ୟସ୍ତ । ତ୍ରିନେତ୍ରା, ଚତୁର୍ଭୁଜା ମାତାଙ୍କ ବାହାନ ହେଉଛି ଗଧ । ମାତାଙ୍କ ବାମ ଦୁଇ ହସ୍ତରେ ଖଡଗ ଓ ଲୌହକଣ୍ଟା ଥିବାବେଳେ ଡାହାଣ…
ଶାରଦୀୟ ନବରାତ୍ରୀର ଷଷ୍ଠ ଦିନରେ ମା’ କାତ୍ୟାୟିନୀଙ୍କ ଆରାଧନା କରନ୍ତୁ, ଶତ୍ରୁ ଉପରେ ବିଜୟପ୍ରାପ୍ତ ହେବେ
ନବରାତ୍ରର ଷଷ୍ଠ ଦିବସରେ ମାତା କାତ୍ୟାୟିନୀଙ୍କୁ ଆରାଧନା କରାଯାଏ । ମହାଯୁଦ୍ଧର ଅଧିଷ୍ଠାତ୍ରୀ ଦେବୀ ଅଗ୍ନୀ ରୂପା ଏହି ଦେବୀ । ଶତ୍ରୁର ବିନାଶ ପାଇଁ ଏହି ଦେବୀଙ୍କ ଆବାହନ କରାଯାଏ । ତୈତରୀୟ ଆରଣ୍ୟକ, ସ୍କନ୍ଦ ପୁରାଣ, ଦେବୀ ଭାଗବତ,ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦୂର୍ଗାସପ୍ତସତୀ ଓ କାଳିକା…
ଶାରଦୀୟ ନବରାତ୍ର ର 5ମ ଦିନ ରେ ମା ସ୍କନ୍ଦମାତାଙ୍କ ଆରାଧନା କରନ୍ତୁ
ନବଦିନାତ୍ମକ ପୂଜାର ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ଉପାସନା କରାଯାଏ । ଦେବସେନାପତି କୁମାର କାର୍ତ୍ତିକେୟଙ୍କୁ ସ୍କନ୍ଦ ବୋଲି କୁହାଯାଏ । ମା ପାର୍ବତୀ କାର୍ତ୍ତିକେୟଙ୍କ ମାତା ହେବାରୁ ତାଙ୍କୁ ସ୍କନ୍ଦମାତା ବୋଲି କୁହାଯାଏ । ଗ୍ରହମଣ୍ଡଳ ମଧ୍ୟରୁ ବୁଧଗ୍ରହ ମା ସ୍କନ୍ଦମାତାଙ୍କ ଦ୍ୱାରା…
ଶାରଦୀୟ ନବରାତ୍ରୀର 4ର୍ଥ ଦିନରେ ମା କୁଷ୍ମାଣ୍ଡାଙ୍କ ଆରାଧନା କରନ୍ତୁ, ସୁଖ,ସୌଭାଗ୍ୟ, ଐଶ୍ୱର୍ଯ୍ୟ, ଧନସଂପଦ ପ୍ରାପ୍ତି…
ନବରାତ୍ରର ଚତୁର୍ଥ ଦିନରେ ସୁଖ,ସୌଭାଗ୍ୟ, ଐଶ୍ୱର୍ଯ୍ୟ, ଧନସଂପଦ ପ୍ରାପ୍ତି ପାଇଁ ମାତା କୁଷ୍ମାଣ୍ଡାଙ୍କ ଉପାସନା କରାଯାଏ । ଏହି ସାଧନାର ଅଦ୍ଭୁତ ଶକ୍ତିବଳରେ ଗୃହସ୍ତକୁ ସମସ୍ତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ସିଂହ ବାହନା ଭଗବତୀ କୁଷ୍ମାଣ୍ଡା ସମଗ୍ର ସୃଷ୍ଟିର ସୃଷ୍ଟିକର୍ତ୍ତି । ସେ ଅଷ୍ଟଭୂଜା,…
ଶାରଦୀୟ ନବରାତ୍ରୀର 3ୟ ଦିନରେ ମା ଚନ୍ଦ୍ରଘଣ୍ଟାଙ୍କ ଆରାଧନା କରାଯ଼ାଏ
ନବରାତ୍ରର ତୃତୀୟ ଦିବସରେ ମାତା ଚନ୍ଦ୍ରଘଣ୍ଟାଙ୍କର ଆରାଧନା କରାଯାଏ । ମାତାଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭାପାଏ ଓ ସେ ସଂସାରରେ ନ୍ୟାୟ ପ୍ରତିଷ୍ଠା କରନ୍ତି । ମାତାଙ୍କର ଶରୀର ସୁବର୍ଣ୍ଣବର୍ଣ୍ଣା ଓ ପଶୁରାଜ ସିଂହ ତାଙ୍କ ବାହନ । ମାତା ଚନ୍ଦ୍ରଘଣ୍ଟା ଦଶଭୂଜା ଓ ତ୍ରିନୟନା । ଦଶ ହାତ…
ଶାରଦୀୟ ନବରାତ୍ରୀର 2ୟ ଦିନରେ ମା ବ୍ରହ୍ମଚାରିଣୀଙ୍କ ଆରାଧନା କରନ୍ତୁ
ନବରାତ୍ରର ଦ୍ୱିତୀୟ ଦିନରେ ଭଗବତୀଙ୍କର ବ୍ରହ୍ମଚାରିଣୀ ସରୂପର ଆରାଧନା କରାଯାଏ । ମା ବ୍ରହ୍ମଚାରିଣୀ ଶୁଭ୍ର ବସ୍ତ୍ରପରିହିତା,ଦୁଇ ହସ୍ତରେ କମଣ୍ଡଳୁ ଓ ଜପମାଳା ଓ ପଦ୍ମ ଧରିଥାନ୍ତି । ସେ ପରମ ସନ୍ୟାସିନୀ । ଶ୍ରୀ ଶ୍ରୀ ଦେବୀ ଭାଗବତ ଅନୁସାରେ ଗିରିରାଜ କୁମାରୀ ପାର୍ବତୀ ଦେବର୍ଷି ନାରଦଙ୍କ…
ନବରାତ୍ରୀର ପ୍ରଥମ ଦିନ : ଆଜି ମା’ ଶୈଳପୁତ୍ରୀଙ୍କ ଆରାଧନା କରନ୍ତୁ
ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମାଦଙ୍କର ନଦଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ…
ଦିଲ୍ଲୀରେ ବାୟୁ ପ୍ରଦୁଷଣ ରୋକିବ ମେସିନ, ବାୟୁକୁ ଶୁଦ୍ଧ କରିବା ପାଇଁ ୨ ଟିସ୍ଥାନରେ ମେସିନ ସ୍ଥାପନ
ଦିଲ୍ଲୀର ଆଇଟିଓ ଓ ମୁକରବା ଚୌକଠାରେ ବାୟୁ ପ୍ରଦୂଷଣ ନିରାକରଣ ଯନ୍ତ୍ରର ଶୁଭାରମ୍ଭ କଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ
• ଏହି ଯାନ୍ତ୍ରିକ ବ୍ୟବସ୍ଥା ୫୦୦ଜ୍ଞ୨; ପରିମିତ କ୍ଷେତ୍ର ବାୟୁକୁ ସ୍ୱଚ୍ଛ କରିପାରିବ
• ଅକ୍ଟୋବର ୧୫ ତାରିଖ ସୁଦ୍ଧା ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏଭଳି…
ଏମିତି ସଜାନ୍ତୁ ରାକ୍ଷୀର ଥାଳି , ଭୁଲରେ ବି କରନ୍ତୁନି ଏପରି ଭୁଲ୍
ରକ୍ଷା ବନ୍ଧନ ଏକ ପବିତ୍ର ବନ୍ଧନ । କାହିଁ କେତେ କାଳରୁ ଏହା ଭାରତୀୟ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ମାତ୍ର ସମୟର ପରିବର୍ତ୍ତନ ଅନୁସାରେ ଏଥିରେ ବି କିଛିଟା ପରିବର୍ତ୍ତନ ଆସିଛି । ମାତ୍ର ଶାସ୍ତ୍ରର ବର୍ଣ୍ଣନା ଅନୁସାରେ ଏହା ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ବନ୍ଧନ ।
ଭାଇକୁ…