Browsing Category

ବଜାର

ଓଡିଶାରେ ରୟାଲ ଏନ୍‌ଫିଲ୍ଡର ଦ ବୁଲେଟ ୩୫୦ ‘ବାଟାଲିୟନ ବ୍ଲାକ୍‌’ ଏଡିସନର ଶୁଭାରମ୍ଭ

ଭୁବନେଶ୍ୱର : ମିଡ୍‌-ସାଇଜ୍ (୨୫୦ସିସି-୭୫୦ସିସି) ମୋଟରସାଇକେଲ ସେଗ୍‌ମେଂଟ୍ କ୍ଷେତ୍ରରେ ଗ୍ଲୋବାଲ ଲିଡର, ରୟାଲ ଏନ୍‌ଫିଲ୍ଡ ଗର୍ବର ସହିତ ଏହାର ନୂଆ ବୁଲେଟ ୩୫୦ ‘ବାଟାଲିୟନ ବ୍ଲାକ୍‌’ର ଶୁଭାରମ୍ଭ କରିଛି । ମୋଟରସାଇକ୍ଲିଙ୍ଗ ଓ ଅଟୋମୋଟିଭ ଇତିହାସରେ ଏକ ପ୍ରତିଷ୍ଠିତ ନାମ ରୟାଲ ଏନ୍‌ଫିଲ୍ଡ

ଫୋନପେ ପକ୍ଷରୁ ୨୪ କ୍ୟାରେଟ ଡିଜିଟାଲ ଗୋଲ୍ଡ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫରର ଘୋଷଣା

ଭୁବନେଶ୍ୱର : ଚଳିତ ଧନତେରସ ଏବଂ ଦୀପାବଳୀରେ ଫୋନପେ ପକ୍ଷରୁ ୨୪କ୍ୟାରେଟ ଡିଜିଟାଲ ଗୋଲ୍ଡ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫରର ଘୋଷଣା କରାଯାଇଛି । ଫୋନପେରୁ ସର୍ବନିମ୍ନ ୧୫୦୦ଟଙ୍କ ମୂଲ୍ୟର ଡିଜିଟାଲ ଗୋଲ୍ଡ କିଣିଲେ ୟୁଜରମାନେ ୨୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାଶବ୍ୟାକ ଅଫରର ଲାଭ

ଆଗାମୀ ଦିନରେ ଶିଳ୍ପାୟନ ଦୃଷ୍ଟିକୋଣରୁ ଶୀର୍ଷ ୫ ସ୍ଥାନରେ ରହିବ ରାଜ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଟାଇମ୍ସ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଟାଇମ୍ସ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଏହାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ୧୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି ।

ଟିବିଜେଡ୍‌-ଦି ଓରିଜିନାଲ ପକ୍ଷରୁ ରାଉରକେଲାରେ ଏହାର ପ୍ରଥମ ଷ୍ଟୋର ର ଶୁଭାରମ୍ଭ

ରାଉରକେଲା : ଇତିହାସ, ସଂସ୍କୃତି ଓ ବିଳାସପୂର୍ଣ୍ଣତାକୁ ଏକତ୍ରିତ କରୁଥିବା ଏକ ସ୍ମରଣୀୟ ଅବସରରେ ଭାରତର ପ୍ରତିଷ୍ଠିତ ଜୁଏଲାରୀ ବ୍ରାଣ୍ଡ, ଟିବିଜେଡ୍‌-ଦି ଓରିଜିନାଲ ଓଡିଶାର ଇସ୍ପାତ ରାଜଧାନୀ ରାଉରକେଲାଠାରେ ନିଜର ବିଶାଳ ପ୍ରବେଶକୁ ପାଳନ କରିଛି । ଏହା ଓଡିଶାରେ ଟିବିଜେଡ୍‌-ଦି ଓରିଜିନାଲର

ଆମାଜନ ଇଣ୍ଡିଆ ପକ୍ଷରୁ ଡେଲିଭରୀ ଆସୋସିଏଟଙ୍କ ପାଇଁ ବ୍ୟାପକ ସୁରକ୍ଷା ପଦକ୍ଷେପର ଶୁଭାରମ୍ଭ

ଭୁବନେଶ୍ୱର: ଆମାଜନ୍ ଇଣ୍ଡିଆ ଡାଏଲ ୪୨୪୨ ସହଭାଗୀତାରେ ଡେଲିଭରି ଆସୋସିଏଟ୍ସଙ୍କ ପାଇଁ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି । ଏହି ପଦକ୍ଷେପ ନିରାପତା ବ୍ୟବସ୍ଥାକୁ ବଢ଼ାଉଛି ଏବଂ ଡେଲିଭରି ସହଯୋଗୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଛି । ଏହାବ୍ୟତୀତ ଆମାଜନ ୬ ମାସର ଏକ ବ୍ୟାପକ ସ୍ୱାସ୍ଥ୍ୟ

ସିଗ୍ରାମର ରୟାଲ ଷ୍ଟାଗ ପ୍ୟାକେଜ୍‌ଡ ଡ୍ରିଙ୍କିଂ ୱାଟର ପକ୍ଷରୁ ସୂର୍ଯ୍ୟକୁମାର ଯାଦବଙ୍କ ସହ ନୂଆ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ଭାରତରେ ପାର୍ବଣର ଉତ୍ସାହକୁ ଆରମ୍ଭ କରି ରୟାଲ ଷ୍ଟାଗ୍ ପ୍ୟାକେଜ୍‌ଡ ଡ୍ରିଙ୍କିଂ ୱାଟର, ହାସଟ୍ୟାଗ ସେଲିବ୍ରେଟ୍ ଲାର୍ଜ ନାମକ ଏକ ନୂଆ ଅଭିଯାନର ଶୁଭାରମ୍ଭ କରିଛି । ଆଜିର ଯୁବପିଢ଼ି କିପରି ନିଜର ନିଆରା ଶୈଳୀ ଓ ଶକ୍ତିରେ ବିଭିନ୍ନ ଉତ୍ସବ ପାଳନ କରିବାକୁ ଚାହୁଁଛନ୍ତି ତାହା

ଡାବର ଚୱନପ୍ରାଶ ପକ୍ଷରୁ ଭୁବନେଶ୍ୱରର ରେଲ୍‌ୱେ କଲୋନୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

ଭୁବନେଶ୍ୱର : ମୌସୁମୀ ଋତୁ ଭାରତର ଏକ ବହୁ ପ୍ରତିକ୍ଷୀତ ଋତୁ ଅଟେ କାରଣ ଏହା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ପ୍ରଦାନ କରିଥାଏ । କିନ୍ତୁ ସତେଜତାର ଗୁଣ ସହିତ ଏହା ନିଜ ସହ ଅନେକ ରୋଗ ମଧ୍ୟ ଆଣିଥାଏ ଯାହା ବିଶେଷ କରି ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ

ଉତ୍ସବ ଏବଂ ଉତ୍ସବ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଲାଇଭ୍ ହୋଇଛି Amazon.in ନବରାତ୍ରୀ ଷ୍ଟୋର ଭୁବନେଶ୍ଵର: ଚଳିତ ବର୍ଷ Amazon.in ର ନବରାତ୍ରୀ ଷ୍ଟୋର ଗ୍ରାହକଙ୍କ ପାଇଁ ପୋଷାକ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଗ୍ୟାଜେଟ୍ ଏବଂ ପ୍ରିୟଜନଙ୍କ ପାଇଁ ଉପହାରର ଆକର୍ଷଣୀୟ ଚୟନ ସହିତ

ଦେଶବ୍ୟାପୀ ଡେଲିଭରି କ୍ଷମତାକୁ ଉନ୍ନତ କରିବା ପାଇଁ ଇଣ୍ଡିଆ ପୋଷ୍ଟ ଓ ଆମାଜନ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ଏହି ସହଭାଗିତା ଇଣ୍ଡିଆ ପୋଷ୍ଟର ସେବା ଓ ପହଂଚକୁ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ପ୍ରକ୍ରିୟାଗୁଡିକର ବ୍ୟବହାର କରି ଆଧୁନିକ ଓ ସୁଦୃଢ କରିବା ପ୍ରତି ଭାରତ ସରକାରଙ୍କ ଲକ୍ଷ୍ୟ ସହ ଜଡିତ ରହିଛି। ଗତ ୧୮ ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ନେଟ୍‌ୱର୍କ ମାଧ୍ୟମରେ ଡେଲିଭର କରାଯାଇଥିବା ଆମାଜନ

ଭୁବନେଶ୍ୱରରେ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସି ଏହାର ରିଟେଲ ଷ୍ଟୋର ଆରମ୍ଭ କରିଛି

ଭୁବନେଶ୍ୱର : ସାରା ଭାରତରୁ ସୁଲଭ ମୂଲ୍ୟରେ ଶାଢୀ ସଂଗ୍ରହ କରିଥିବା ବଙ୍ଗଳାର ଅଗ୍ରଣୀ ରିଟେଲ ଚେନ୍ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିସ୍ ଓଡ଼ିଶାର ଭୁବନେଶ୍ୱରରେ ଏହାର ନୂଆ ଷ୍ଟୋର ଆରମ୍ଭ କରିଛି । ଏହି ଷ୍ଟୋରକୁ ମୁଖ୍ୟ ଅତିଥି ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିର ପ୍ରତିଷ୍ଠାତା ପ୍ରତିଭା