Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ଭାରତ ୨୦୨୫ ରେ ରପ୍ତାନୀ ଦୁଇଗୁଣ କରିବ
ନୂଆଦିଲ୍ଲୀ.-କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଅଗଷ୍ଟ ୨୭ ତାରିଖରେ ବିଭିନ୍ନ ରପ୍ତାନୀ ଭାଗିଦାରୀ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ ଯେଉଁଥିରେ ଭାରତର ରପ୍ତାନୀରେ ନୂତନ ଶକ୍ତି ଭରିବା ଏବଂ ଏହାକୁ ୨୦୧୫…
ଭାରତୀୟ ବଜାରରେ ସାମସଙ୍ଗ୍ ଗାଲାକ୍ସି ଏ୮ ଷ୍ଟାର୍ , ଜାଣନ୍ତୁ ଏହାର ମୂଲ୍ୟ
ଭୁବନେଶ୍ୱର : ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାମସଙ୍ଗ୍ ପକ୍ଷରୁ ଗାଲାକ୍ସି ଏ୮ ଷ୍ଟାର୍ କୁ ଉନ୍ମୋଚନ କରାଯାଇଛି। ଏଥିରେ ବଡ଼ ଇନଫିନିଟି ଡିସ୍ପ୍ଲେ ଓ ଡୁଆଲ୍ ଇଂଟେଲିକ୍ୟାମ୍ ରହିଛି। ଏହାର ସ୍ଲିମ୍ ଡିଜାଇନ୍ ଓ ଉନ୍ନତ ବୈଶିଷ୍ଟ୍ୟ ବ୍ୟବହାରକାରୀଙ୍କୁ ଉତ୍କୃଷ୍ଟ ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନ କରିବ।…
ଜାଣନ୍ତୁ, ଗୁଡର ଖାଇବାର ରହିଛି ଏହି ସବୁ ଫାଇଦା
ସପ୍ତାହ ପର୍ୟ୍ୟନ୍ତ ଭୋଜନ ପରେ ଗୁଡ଼ ଖାଇଲେ ତ୍ବଚାରେ ବିଶେଷ ଚମକ ଆସିଥାଏ। ଯୁବତୀ ଓ ମହିଳାମାନେ ଏହା ଖାଇ ନିଜେ ପରୀକ୍ଷା କରିପାରିବେ।
ଗୁଡ଼ରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ ହାଡ଼କୁ ମଜବୁତ୍ କରିଥାଏ।
ଦୁର୍ବଳ ଲାଗୁଥିଲେ ୧ ଚାମଚ ଗୁଡ଼ ଭୋଜନ ପରେ ଖାଆନ୍ତୁ। ୨-୩ ଦିନ ମଧ୍ୟରେ ଏହାର…
ଏହି ତିନୋଟି ହାଇଏଣ୍ଡ ସ୍ମାର୍ଟଫୋନ୍ର ବିଲୁକୁଲ୍ ନୂଆ ଫିଚର୍, ୪୦ ଏମ୍ପି କ୍ୟାମେରା ସେନସ୍ର
ଏବେ ବଜାରରେ ଓ ଅନ୍ଲାଇନ୍ ବିଭିନ୍ନ ସ୍ମାର୍ଟଫୋନ୍ ଉପଲବ୍ଧ ହେଉଛି । ଏଥିରେ ନୂଆ ନୂଆ ଫିଚର ଆସୁଛି । ଅନ୍ୟ ଓଏସ୍ ଅପେକ୍ଷା ଆଣ୍ଡ୍ରଏଡ୍ ଓଏସ୍ ଥିବା ଫୋନ୍ମାନଙ୍କର ଚାହିଦା ବୃଦ୍ଧି ପାଉଛି । ତେବେ ସାମସଙ୍ଗ, ଭିଭୋ ଓ ହୁଓ୍ୱାଇ ସ୍ୱତନତ୍ର ଫିଚର ଥିବା ସ୍ମାର୍ଟ ଫୋନ୍ ଲଞ୍ଚ୍ …
କେମିତି ଖୋଲିବେ ଜିରୋ ବାଲାନ୍ସ ସେଭିଙ୍ଗ୍ ଆକାଉଣ୍ଟ, ଦରକାର ନାହିଁ ମିନିମମ୍ ବାଲାନ୍ସ
ନୂଆଦିଲ୍ଲୀ: ଏବେ ବ୍ୟାଙ୍କଖାତାରେ କି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ଟଙ୍କା ନ ଥିଲେ ମାସ ଶେଷରେ ଜରିମାନା ଦେବାକୁ ପଡୁଛି । କିଛି ଆକାଉଣ୍ଟରେ ମାଇନସ୍ ବାଲାନ୍ସ ବି ହୋଇଯାଉଛି । ମାତ୍ର ଆପଣ ବିଭିନ୍ନ ବ୍ୟାଙ୍କରେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ପାରିବେ ଏଥିପାଇଁ ଟଙ୍କା ଜମା ଦେବା ଦରକାର…
ଭିଭୋର ନୂଆ ଏକ୍ସ-୨୧ ସ୍ମାର୍ଟଫୋନ୍, ଡିସପ୍ଲେ ମଧ୍ୟରେ ଫିଙ୍ଗରପ୍ରିଣ୍ଟ ସେନସର
ଚାଇନିଜ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ଇନ୍-ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ଯୁକ୍ତ ସ୍ମାର୍ଟଫୋନ୍ ଏକ୍ସ-୨୧ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ସ୍ୱତନ୍ତ୍ର ସୁରକ୍ଷିତ ଅନ୍ ଲକିଂ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଏହି ଫୋନ୍…
ଭିଭୋ ପକ୍ଷରୁ ଭି-୯ ସ୍ମାର୍ଟଫୋନର ବଜାର ପ୍ରବେଶ
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଆଜି ଏହାର ଫ୍ଲାଗସିପ୍ ଡୁଆଲ୍ କ୍ୟାମେରା ସ୍ମାର୍ଟଫୋନ୍ ଭି-୯ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ୧୬ ଏମ୍ପି ଏବଂ ୫ ଏମ୍ପି ପଛ କ୍ୟାମେରା ସହିତ ୨୪ ଏମ୍ପି ସେଲଫି କ୍ୟାମେରା ରହିଛି। ଏହା ସହିତ ଏଥିରେ ଅତୁଳନୀୟ ୧୯:୯…
ଟେକ୍ନୋ ଏବଂ ଭୋଡାଫୋନ୍ ମଧ୍ୟରେ ଚୁକ୍ତି
ନୂଆଦିଲ୍ଲୀ:ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଟ୍ରାନ୍ସିସନ୍ ଇଣ୍ଡିଆର ବ୍ରାଣ୍ଡ୍ ଟେକ୍ନୋ ପକ୍ଷରୁ ଭାରତର ଅନ୍ୟତମ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ୍ ସହିତ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ଟୋକ୍ନୋର କ୍ୟାମନ୍-ଆଇ ସିରିଜ୍ ୪-ଜି…
ହିରୋ ମୋଟୋକର୍ପ ପକ୍ଷରୁ ନୂଆ ପାସନ୍ ପ୍ରୋ ଏବଂ ପାସନ୍ ଏକ୍ସପ୍ରୋର ବଜାର ପ୍ରବେଶ
ନୂଆଦିଲ୍ଲୀ-ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ନୂଆ ସୁପର ସ୍ପ୍ଲେଣ୍ଡରର ବଜାର ପ୍ରବେଶ ପରେ ଏବେ ନୂଆ ପାସନ ପ୍ରୋ ଓ ପାସନ୍ ଏକ୍ସ ପ୍ରୋ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି ସମ୍ପ୍ରତି କମ୍ପାନୀର ମାର୍କେଟ ଶେୟାର 50 ପ୍ରତିଶତ ଥିବାବେଳେ ଏହି ଦୁଇ ଯାନର ବଜାର ପ୍ରବେଶ ଦ୍ୱାରା…
ଜନ-ଔଷଧି ପରିଯୋଜନାରେ ୧୦୦ ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧାର ଶୁଭାରମ୍ଭ
ନୂଆଦିଲ୍ଲୀ:କେନ୍ଦ୍ରୀୟ ରସାୟନ ଓ ଉର୍ବରକ ଏବଂ ସଂସଦୀୟ ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ଆଜି ଏଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି ପରିଯୋଜନା (PMBJP) ଅନ୍ତର୍ଗତ ଶତକଡା ୧୦୦ ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧା ଶୁଭାରମ୍ଭର ଘୋଷଣା କରିଛନ୍ତି । ଏହି ସୁଲଭ…