Browsing Category

ବଜାର

ସାରିଡନ୍‌ ସହ ୩୨୮ଟି ଔଷଧ  ଭାରତରେ  ବିକ୍ରି ବନ୍ଦ କଲେ ସରକାର, ପାନ୍‌ଡ୍ରେମ୍‌ ବି ନିଷିଦ୍ଧ

ନୂଆଦିଲ୍ଲୀ . – ପ୍ରସିଦ୍ଧ ପେନ୍‌କିଲର ସାରିଡନ୍‌ ସହ ୩୨୮ଟି ଔଷଧକୁ  ବାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । କେତକ ଔଷଧର ମିଶ୍ର ବା କମ୍ବିନେସନ୍‌ ଓ ଏପ୍‌ଡିସିକୁ ବି ନିଷେଧ କରାଯାଇଛି । କେତକ ଔଷଧକୁ ଅଲଗା କାମରେ ବ୍ୟବହରା କରାଯାଉଥିବାରୁ ତାହାକୁ ନିଷେଧ କରାଯାଇଛି । ମାତ୍ର ଭିକ୍ସ…

ଇଣ୍ଡସଫୁଡ-୨, ୨୦୧୯ରେ ୬୦୦ ବୈଶ୍ୱିକ କ୍ରେତା ଭାଗନେବେ

ନୂଆଦିଲ୍ଲୀ -- ଭାରତୀୟ ସ୍ରୋତରୁ ଖାଦ୍ୟ ଏବଂ ପାନୀୟ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଢ଼ାକା ସ୍ଥିତ ଭାରତ-ବାଂଲାଦେଶ ଚ୍ୟାମ୍ବର ଅଫ କମର୍ସ (ଓଈଉଉଓ) ଇଣ୍ଡସଫୁଡ-୨, ୨୦୧୯ରେ ଖାଦ୍ୟ ଏବଂ ପେୟ କ୍ଷେତ୍ରରେ କ୍ରେତାମାନଙ୍କ ବିଶାଳ ସମୂହ ସହିତ ଭାଗନେବେ । ଭାରତ ବ୍ୟବସାୟିକ ସମ୍ବର୍ଦ୍ଧନ…

ତୁର୍କୀଠାରେ ୮୭ତମ ଇଜମିର ଆନ୍ତର୍ଜାତିକ ଟ୍ରେଡ ସୋ’ରେ ‘ସୋର୍ସ ଇଣ୍ଡିଆ’

ଭାରତ ତୁର୍କୀରେ ୨୦୧୮ ସେପ୍ଟେମ୍ବର ୭ରେ ଆରମ୍ଭ ହେଉଥିବା ୮୭ତମ ଇଜମିର ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ମେଳାରେ ଏକ ଅଂଶୀଦାର ଦେଶ । ଏହି ବ୍ୟବସାୟିକ ମେଳାରେ ଭାରତ ଏକ ବଡ ବାଣିଜ୍ୟିକ ପ୍ୟାଭିଲିଅନ ‘ସୋର୍ସ ଇଣ୍ଡିଆ’ର ଶୁଭାରମ୍ଭ କରିବ ଯାହା ଜରିଆରେ ଭାରତର ୭୫ଟି କମ୍ପାନୀ ତୁର୍କୀ ଏବଂ ଅନ୍ୟ…

ଜେମ କାରବାର ୩ ବର୍ଷ ମଧ୍ୟରେ ୧୦୦ ବିଲିଅନ ଆମେରିକୀୟ ଡଲାର ଛୁଇଁବ

ପୋଷ୍ଟ କରାଯିବା ଦିନାଙ୍କ: ୦୫ ଝଋଚ ୨୦୧୮ ୨:୪୧ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଆଜି ସରକାରୀ ଇ-ମାର୍କେଟ ପ୍ଲେସ (ଏଋଗ) ପ୍ରତି ସଚେତନତା ବୃଦ୍ଧି କରିବା ଲାଗି ଏବଂ ଏହାର ଉପଯୋଗରେ ଗତି…

ପୁଣି ବଢିଲା ତେଲ ଦର, ପେଟ୍ରୋଲ 100 ଛୁଇଁବ କି ?

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅବ୍ୟାହତ ରହିଛିା ଆଜି ତେଲକମ୍ପାନିମାନେ ପୁଣି ଥରେ ତେଲ ଦର ବଢାଇଛନ୍ତିା ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର   ଲିଟର ପିଛା ଟ.79.51 ଓ ଡିଜେଲ ଦର ଟ.71.55 କୁ ବୃଦ୍ଧି ପାଇଛିା ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଟ.86.91 ଓ ଡିଜେଲ…

୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲରେ ୭୧ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ -  ୨୦୧୮ ଆର୍ଥିକ ବର୍ଷରେ (ରିଟର୍ଣ୍ଣ ଦାଖଲ କରିବାର ସମ୍ପ୍ରସାରିତ ତାରିଖ ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା) ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣ (ଓଞଜ) ସଂଖ୍ୟାରେ ଗତବର୍ଷ ତୁଳନାରେ ଚଳିତ ବର୍ଷର ସେହି ଅବଧି ସୁଦ୍ଧା ଉଲ୍ଲେଖନୀୟ ସୁଧାର ହୋଇଛି । ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା ‘ଇ-ଫାଇଲ’ର…

ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ଆଦାୟ ୯୪ ହଜାର କୋଟି ଟଙ୍କାରେ ପହଁଚିଲା

ନୂଆଦିଲ୍ଲୀ . -ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ସଂଗ୍ରହ ୯୩,୯୬୦ କୋଟି ଟଙ୍କାରେ ପହଁଚିଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୧୫,୩୦୩ କୋଟି, ଏସଜିଏସଟି ୨୧,୧୫୪ କୋଟି ଏବଂ ଆଇଜିଏସିଟି ୪୯,୮୭୬ କୋଟି (ଆମଦାନୀ ଉପରେ ଆଦାୟ ହୋଇଥିବା ୨୬,୫୧୨ କୋଟି) ଏବଂ ସେସ ୭,୬୨୮ କୋଟି (ଆମଦାନୀ ଉପରେ…

ରେଳ କ୍ଷେତ୍ରରେ ଉନ୍ନତି ପାଇଁ ଭାରତ, କୋରିଆ ସହଯୋଗ ବୁଝାମଣା

ନୂଆଦିଲ୍ଲୀ. -ରେଳ କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ସହଯୋଗକୁ ସୁଦୃଢ଼ କରିବା ତଥା ପ୍ରୋତ୍ସାହନ ଦେବା ଲାଗି ଗବେଷଣା ଡିଜାଇନ ଏବଂ ମାନକ ସଂଗଠନ (ଆରଡିଏସଓ), ଭାରତ ଏବଂ କୋରିଆ ରେଳ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (କେଆରଆଇ) ମଧ୍ୟରେ ସହଯୋଗ ଲାଗି ବୁଝାମଣାପତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ…

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର , ଧର୍ମେନ୍ଦ୍ର କହିଲେ ଆମେରିକା ଦାୟୀ 

ନୂଆଦିଲ୍ଲୀ : ଗତ ଦୁଇ ସପ୍ତାହ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି  ଅବ୍ୟାହତ ରହିଛି  । ତେବେ ଏହା ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ହେଉଛି ବୋଲି କହିଛନ୍ତି ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ଦେଶ ସହିତ ଆମେରିକାର ବାଣିଜ୍ୟ କଟକଣା ଫଳରେ କେବଳ ଟଙ୍କା ନୁହେଁ…

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଲାଗି ଭାରତ ଓ ବୁଲଗେରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ.- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ବୁଲଗେରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଥିରେ ନିମ୍ନ ଲିଖିତ…