Browsing Category

ବଜାର

ପହଲଗାମ ଆତଙ୍କବାଦୀ ଆକ୍ରମଣ ପୀଡିତଙ୍କ ପାଇଁ ଏନଏସଇ ପକ୍ଷରୁ ୧କୋଟିର ସହାୟତା

ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରର ପହଲଗାମ ଠାରେ ଗତ ଏପ୍ରିଲ ୨୨, ୨୦୨୫ରେ ଘଟିଥିବା ଦୁଃଖଦ ଆତଙ୍କବାଦୀ ଆକ୍ରମଣ ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଯେଉଁଥିରେ ଅନେକ ନୀରିହ ଲୋକଙ୍କ ଜୀବନ ଚାଲିଯାଇଛି ଏବଂ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଏଭଳି ପରିସ୍ଥିତିରେ ନ୍ୟାସନାଲ ଷ୍ଟକ

ଆମାଜନ ଇଣ୍ଡିଆର ସ୍ମାର୍ଟଚଏସ ପ୍ରୋଗ୍ରାମ

ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଟାବଲେଟ ବର୍ଗରେ ଏହାର ସ୍ମାର୍ଟଚଏସ ପ୍ରୋଗ୍ରାମର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି । ଏହି ପ୍ରୋଗ୍ରାମ ସ୍ୱତନ୍ତ୍ର ଗ୍ରାହକ ଆବଶ୍ୟକତା ଓ ଉପଯୋଗିତା ଉପରେ ଆଧାର କରି ବିଶେଷଜ୍ଞଙ୍କ ପରାମର୍ଶ ମାଧ୍ୟମରେ ଡିଭାଇସ ଚୟନକୁ ସରଳ କରୁଛି । ଲାପଟପ ବର୍ଗରେ

ଡିଏସ ଗ୍ରୁପ ପକ୍ଷରୁ ପଲ୍‌ସ ଗୋଲମୋଲର ଶୁଭାରମ୍ଭ

ଭୁବନେଶ୍ୱର: ଏକ ବ୍ୟବସାୟିକ ନିଗମ ଏବଂ ଏକ ଅଗ୍ରଣୀ ଏଫଏମସିଜିି ସଂଗଠନ, ଧରମପାଲ ସତପାଲ ଗ୍ରୁପ (ଡିଏସ ଗ୍ରୁପ) ଏହାର ନୂଆ ଉତ୍ପାଦ ଶୃଙ୍ଖଳ-ପଲ୍ସ ଗୋଲମୋଲ ଇମିଲି ଫ୍ଲେବର ଗୋଲିର ଶୁଭାରମ୍ଭ ଘୋଷଣା କରିଛି । ପିଢି ପିଢି ଧରି ଲୋକଙ୍କୁ ଆମୋଦିତ କରୁଥିବା ପରିଚିତ ତେନ୍ତୁଳି (ଇମିଲି) ସ୍ୱାଦ

ନେକ୍ସଟ-ଜେନ୍ ଏଆଇ କମର୍ସିଆଲ ପିସିର ନୂତନ ଶୃଙ୍ଖଳା ଉନ୍ମୋଚନ କରିଛି ଏଚ୍‌ପି

ଚା ଏଲିଟବୁକ୍ ଅଲ୍‌ଟ୍ରା ଜି୧ଆଇ, ଏଲିଟବୁକ ଏକ୍ସ ଜି୧ଆଇ ଓ ଏଲିଟବୁକ ଏକ୍ସ ଜି୧ଆଇ ଫ୍ଲିପ ଇଂଟେଲ କୋରଟିଏମ୍ ଦ୍ୱାରା ପରିଚାଳିତ ଅଟେ ଯାହା ୪୮ ଟପ୍‌ସ ପର୍ଯ୍ୟନ୍ତ ଏନପିୟୁ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି ।ଚା ଏଚପି ହେଉଛି ଏକମାତ୍ର ବ୍ରାଣ୍ଡ ଯାହା ଭାରତରେ ଏଲଟି ବୁକ ଏକ୍ସ ଜି ୧ ଏ ର

ଭାରତର ୧୦୦ଟି ସହରକୁ କ୍ୱିକ୍ କମର୍ସ ବିସ୍ତାର କରିଛି ସ୍ୱିଗି ଇନ୍‌ଷ୍ଟାମାର୍ଟ

କଟକ: ଭାରତର ପ୍ରଥମ କ୍ୱିକ କମର୍ସ ପ୍ଲାଟ୍‌ଫର୍ମ ସ୍ୱିଗି ଇନ୍‌ଷ୍ଟାମାର୍ଟ ଏହାର ସେବାକୁ ଦେଶବ୍ୟାପୀ ୧୦୦ଟି ସହରକୁ ବିସ୍ତାର କରିଛି । ବିଶେଷ କରି ଟିୟର ୨ ଓ ୩ ସହରଗୁଡିକରେ ୧୦ ମିନିଟ୍ ଡେଲିଭରି ପାଇଁ ବଢୁଥିବା ଚାହିଦା ଯୋଗୁଁ କମ୍ପାନୀକୁ ଏହି ସଫଳତା ମିଳିଛି । କେବଳ ଗତ ମାସରେ

ସିଆଇଆଇ ଓଡିଶା ରାଜ୍ୟ ପରିଷଦ ପାଇଁ ନୂଆ ପଦାଧିକାରୀ ନିଯୁକ୍ତ

ଭୁବନେଶ୍ୱର : ୨୦୨୫-୨୬ ବର୍ଷ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବେଦାନ୍ତ ଲିମିଟେଡ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଏବଂ ଓଡିଶା ଆସେଟ ଏଏମ୍‌/ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଶ୍ୱ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିଛି: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାର ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ

କେଏଫସିର ବୋନଲେସ ରେଞ୍ଜ ସହ କରନ୍ତୁ ଅଧିକ ଉପଭୋଗ

ଭୁୁବନେଶ୍ୱର: କେଏଫସିର ବୋନଲେସ ରେଞ୍ଜର ଅତୁଳନୀୟ, ସ୍ୱାଦିଷ୍ଟ କ୍ରଂଚ ସହ କିଛି ମଜାଦାର ସ୍ୱାଦ ପାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। କେଏଫ୍‌ସିର କ୍ରିସ୍ପି, ଫିଙ୍ଗର ଲିକିନ ଗୁଡ ବୋନଲେସ ରେଞ୍ଜ ଆପଣଙ୍କର ସମସ୍ତ ପ୍ରକାରର କ୍ରେଭିଙ୍ଗ୍‌ସକୁ ପୂରା କରିପାରିବ। ଚିକେନ ପ୍ରେମୀମାନେ କେବଳ ୯୯

ତତ୍ୱ ଟେକ୍ନୋଲୋଜିସ ପକ୍ଷରୁ ଏଆଇ-ଫାଷ୍ଟ ଓମନିଏଜେଂଟର ଶୁଭାରମ୍ଭ

ଭୁବନେଶ୍ୱର: ଆଇଟି ଓ ଆଇଟିଇଏସ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର, ତତ୍ୱ ଟେକ୍ନୋଲୋଜି ଭୁବନେଶ୍ୱରସ୍ଥିତ ଏହାର କର୍ପୋରେଟ ମୁଖ୍ୟାଳୟରେ ଏକ ବିଶାଳ ସମାରୋହରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦେଶବ୍ୟାପୀ କମ୍ପାନୀର ସମସ୍ତ ଡେଲିଭରି ସେଂଟରଗୁଡିକରେ ଏହି ସେଲିବ୍ରେଶନ

ଚଳିତବର୍ଷ କେନ୍ଦ୍ର ବଜେଟ୍‍ରୁ ଓଡ଼ିଶା ଲାଭବାନ

ଚଳିତବର୍ଷ କେନ୍ଦ୍ର ବଜେଟ୍‍ରୁ ଓଡ଼ିଶା ଲାଭବାନ ହେବ ବୋଲି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁଦୂରଦୃଷ୍ଟି ରଖିଛନ୍ତି ତାହା ଏହି ବଜେଟ୍‍ ମାଧ୍ୟମରେ ପୂରଣ ହୋଇପାରିବ