Sign in
Sign in
Recover your password.
A password will be e-mailed to you.
Browsing Category
business
୨୦୨୪ ଆର୍ଥିକ ବର୍ଷରେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ଉଲ୍ଲେଖନୀୟ ଅଭିବୃଦ୍ଧି
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ୩୧ ତାରିଖ ୨୦୨୪ରେ ଶେଷ ହୋଇଥିବା ଆର୍ôଥକ ବର୍ଷ ପାଇଁ ଏହାର ଫଳାଫଳ ଘୋଷଣା କରାଯାଇଛି । ଏହି ଆର୍ôଥକ ବର୍ଷରେ ସମସ୍ତ ପରିମାପରେ ପ୍ରଦର୍ଶନରେ ଚମତ୍କାର ବୃଦ୍ଧି ହାସଲ କରିଛି, ଯାହା ଏହାର ଅଭିବୃଦ୍ଧି ଯାତ୍ରାରେ ଏକ!-->…
ଯୁବ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜର ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନର ଶୁଭାରମ୍ଭ
ଭୁବନେଶ୍ୱର : ଡାବର କମ୍ପାନୀର ଅଗ୍ରଣୀ ଇନ୍ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍ମାନଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ!-->!-->!-->!-->!-->…
ଡିସ୍ ଟିଭି ପକ୍ଷରୁ ‘ଡିସ୍ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ
ଭୁବନେଶ୍ୱର : ଅଗ୍ରଣୀ ଡିଟିଏଚ୍ ପ୍ରଦାନକାରୀ ସଂସ୍ଥା ଡିସ୍ ଟିଭି ‘ଡିସ୍ ଟିଭି ସ୍ମାର୍ଟ+' ସେବାର ଘୋଷଣା କରିଛି । ଏହି ଶୁଭାରମ୍ଭ ଶିଳ୍ପରେ ଏକ ଅଗ୍ରଣୀ ମାଇଲଖୁଂଟ, ଯାହା ଗ୍ରାହକମାନଙ୍କୁ କୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଟିଭି ଏବଂ ଓଟିଟି କଂଟେଟ!-->…
ସ୍ମାର୍ଟଫୋନ୍ଗୁଡିକ ଉପରେ ଆକର୍ଷଣୀୟ ଡିଲ ଉନ୍ମୋଚନ କରିଛି ପୋକୋ
ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ-ଅଭିବୃଦ୍ଧିଶୀଳ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋ, ଏହାର ସର୍ବାଧିକ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ଗୁଡିକ ପାଇଁ ଆକର୍ଷଣୀୟ ଅଫର୍ର ଉନ୍ମୋଚନ କରିଛି । ଏହି ଡିଲଗୁଡ଼ିକ ପ୍ରମୁଖ ଇକମର୍ସ ସଂସ୍ଥା ଫ୍ଲିପ୍କାର୍ଟ ଓ ଆମାଜନରେ ମେ ୧ ତାରିଖ ୨୦୨୪ରୁ ମେ!-->…
ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ବିଜନେସ ସଲ୍ୟୁଶନ ସୁଇଟ୍ ଉନ୍ମୋଚିତ
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ଏହାର ବିଜ୍ନେସ ସଲ୍ୟୁଶନ ସୁଇଟ୍ର ଶୁଭାରମ୍ଭ ଘୋଷଣା କରାଯାଇଛି ଯାହାକୁ ଦେଶବ୍ୟାପୀ ଏହାର ମର୍ଚ୍ଚାଂଟ୍ ପାର୍ଟନର ବା ବ୍ୟବସାୟ ସହଯୋଗୀମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ଓ ପେମେଂଟ୍ ଅନଭୂତିକୁ ବୈପ୍ଳବିକ କରିବା ପାଇଁ ଡିଜାଇନ କରାଯାଇଛି ।!-->…
ବଲିଉଡ ଷ୍ଟାର ଜାହ୍ନବୀ କପୁରଙ୍କ ଘରେ ସମୟ ବିତାଇବାର ସୁଯୋଗ ଆଣିଛି ଏୟାରବିଏନ୍ବି
ଭୁବନେଶ୍ୱର: ଏୟାରବିଏନ୍ବି ପକ୍ଷରୁ ଆଇକନ୍ସର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ସଙ୍ଗୀତ, ଚଳଚିତ୍ର, ଟେଲିଭିଜନ, କଳା, କ୍ରୀଡା ଆଦି କ୍ଷେତ୍ରରେ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଦ୍ୱାରା ଆୟୋଜିତ ଅସାଧାରଣ ଅନୁଭୂତିଗୁଡିକର ଏକ ନୂତନ ବର୍ଗ । କମ୍ପାନୀ ପକ୍ଷରୁ ଏୟାରବିଏନ୍ବିରେ!-->…
ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏନସିଏମସି ଡେବିଟ ଓ ପ୍ରିପେଡ କାର୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ଏହାର ପରିବେଶ ଅନୁକୂଳ ଏନସିଏମସି (ନ୍ୟାଶନାଲ କମନ ମୋବିଲିଟି କାର୍ଡସ) ସକ୍ଷମ ଡେବିଟ ଓ ପ୍ରିପେଡ୍ କାର୍ଡର ଶୁଭାରମ୍ଭ କରାଯାଇଛି । ରୁପେ ଦ୍ୱାରା ପରିଚାଳିତ ଏହି ଇଂଟରଅପରେବୁଲ କାର୍ଡଗୁଡିକୁ ଉନ୍ମୋଚନ କରିବା ପାଇଁ ଏହି ବ୍ୟାଙ୍କ!-->…
ଫୋନପେ ଓ ସିଙ୍ଗାପୁର ଟୁରିଜିମ ବୋର୍ଡ ମଧ୍ୟରେ ସହଭାଗିତା
ଭୁବନେଶ୍ୱର : ସିଙ୍ଗାପୁର ଟୁରିଜିମ ବୋର୍ଡ (ଏସଟିବି) ଓ ଫୋନପେ ମଧ୍ୟରେ ଦୁଇ ବର୍ଷ ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଗତ ଏପ୍ରିଲ ୩ ତାରିଖରେ ଆୟୋଜିତ ଏକ ସମାରୋହରେ ଏସ୍ଟିବିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମେଲିସା ଓଡବ୍ଲ୍ୟୁ ଏବଂ ଫୋନ୍ପେର ଇଂଟରନ୍ୟାଶନାଲ ପେମେଂଟସ ବିଜନେସର ସିଇଓ!-->…
ସିଆଇଆଇ ସବୁଜ ଓଡ଼ିଶା କନକ୍ଲେଭ ଆୟୋଜିତ : ସ୍ଥାୟୀ ପରିବେଶ ଦିଗରେ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବ ଗ୍ରୀନ…
ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଇଣ୍ଡିଆନ ଗ୍ରୀନ ବିଲ୍ଡିଂ କାଉନସିଲ(ଆଇଜିବିସି), ଗ୍ରୀନ ଓଡ଼ିଶା କନକ୍ଲେଭ୍ ୨୦୨୪ର ବିପୁଳ ସଫଳତା ଘୋଷଣା କରି ଆନନ୍ଦିତ । ଏହା ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉଦ୍ଭାବନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ!-->!-->!-->…
ଷ୍ଟାର ହେଲଥ ଇନସ୍ୟୁରାନ୍ସ ସହିତ ଫୋନପେର ସହଭାଗୀତା
ଭୁବନେଶ୍ୱର: ଗ୍ରାହକଙ୍କୁ ମାସିକ ଏବଂ ବାର୍ଷିକ ପେମେଂଟ ବିକଳ୍ପ ସହିତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ପାଇଁ ଫୋନପେ ପକ୍ଷରୁ ଭାରତର ସର୍ବବୃହତ ଖୁଚୁରା ସ୍ୱାସ୍ଥ୍ୟ ବୀମା କମ୍ପାନୀ, ଷ୍ଟାର୍ ହେଲଥ ଆଣ୍ଡ ଆଲାଏଡ୍ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ (ଷ୍ଟାର୍ ହେଲଥ ଇନସ୍ୟୁରାନ୍ସ) ସହ!-->…