Sign in
Sign in
Recover your password.
A password will be e-mailed to you.
Browsing Category
business
୧୨,୯୯୯ଟଙ୍କା ମୂଲ୍ୟରେ ଓପୋ କେ୧୨ଏକ୍ସ ୫ଜି ଉନ୍ମୋଚିତ
ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ କେବଳ ୧୨,୯୯୯ ଟଙ୍କାରେ ଏହାର ସେଗ୍ମେଂଟ୍ର ସବୁଠାରୁ ମଜବୁତ ସ୍ମାର୍ଟଫୋନ୍ କେ୧୨ଏକ୍ସ ୫ଜିର ଶୁଭାରମ୍ଭ କରାଯାଇଛି । ଏହି ଡିଭାଇସ ଦୁଇଟି ଆକର୍ଷଣୀୟ ରଙ୍ଗ ଯଥା ବ୍ରିଜ ବ୍ଲୁ ଓ ମିଡ୍ନାଇଟ ଭାୟୋଲେଟ୍ରେ ଉପଲବ୍ଧ ହେଉଛି ଏବଂ ଏହା ଓପୋ ଇ-ଷ୍ଟୋର୍ ଓ!-->…
ଭାରତରେ ଅଲ୍-ନ୍ୟୁ ବିଏମଡବ୍ଲୁ ୫ ସିରିଜ ଲଙ୍ଗ୍ ହ୍ୱିଲ୍ବେସ୍ର ଶୁଭାରମ୍ଭ
ଭୁବନେଶ୍ୱର: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଦେଶରେ ଅଲ୍-ନ୍ୟୁ ବିଏମଡବ୍ଲୁ୫ ସିରିଜ ଲଙ୍ଗ୍ ହ୍ୱିଲ୍ବେସ୍ର ଶୁଭାରମ୍ଭ କରାଯାଇଛି । ଏହି କାର୍କୁ ଭାରତରେ ବିଏମଡବ୍ଲୁ ଡିଲରସିପ୍ଗୁଡିକରେ ଏବଂ ଙ୍ଗଙ୍ଗଙ୍ଗ.ଭଜ୍ଞଙ୍ଗ.ସଦ୍ଭ ରେ ବୁକ୍ କରାଯାଇପାରିବ । ଏହାର ଡେଲିଭରି ଆସନ୍ତା ସେପ୍ଟେମ୍ବର!-->…
୨ୟ ତ୍ରୈମାସିକରେ ରେକର୍ଡ ଉଚ୍ଚ ସ୍ତରରେ ପହଂଚିଛି ସୁନା ଚାହିଦା
ଭୁବନେଶ୍ୱର: ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ୨୦୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍ସ ରିପୋର୍ଟ ଉନ୍ମୋଚନ କରିଛି ଯେ, ମୋଟ ଆନ୍ତର୍ଜାତୀୟ ସୁନା ଚାହିଦା ବାର୍ଷିକ ଆଧାରରେ ୪% ବୃଦ୍ଧି ହୋଇ ୧୨୫୮ ଟନ୍ରେ ପହଂଚିଛି ଯାହା ଆମର ଡାଟା ସିରିଜ୧ରେ ସବୁଠାରୁ ଶକ୍ତିଶାଳୀ ୨ୟ!-->…
ଆସୋଚାମ ପକ୍ଷରୁ ଓଡ଼ିଶା ସିଏସଆର ଏବଂ ସ୍ଥାୟୀତ୍ୱ ଉତ୍କର୍ଷ ପୁରସ୍କାର ସମାରୋହ ଅନୁଷ୍ଠିତ
ଭୁବନେଶ୍ୱର: ଆସୋସିଏଟେଡ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ (ଆସୋଚାମ୍) ପକ୍ଷରୁ ଓଡ଼ିଶା ସିଏସଆର ଏବଂ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର)ର ଚାମ୍ପିୟନମାନଙ୍କୁ ସ୍ୱୀକୃତି ଦେବା ଦିଗରେ ଏହି!-->…
ଷ୍ଟାର ହେଲ୍ଥ ଇନ୍ସୁରାନ୍ସ ପକ୍ଷରୁ ହୋମ୍ ହେଲ୍ଥ କେୟାର ସର୍ଭିସ୍
ଭୁବନେଶ୍ୱର: ଅଗ୍ରଣୀ ହେଲ୍ଥ ଇନ୍ସୁରାନ୍ସ କମ୍ପାନୀ, ଷ୍ଟାର ହେଲ୍ଥ ଆଣ୍ଡ ଆଲାଇଡ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ (ଷ୍ଟାର ହେଲ୍ଥ ଇନ୍ସୁରାନ୍ସ) ଦେଶବ୍ୟାପୀ ୫୦ରୁ ଅଧିକ ସହରରେ ନିଜର ହୋମ୍ ହେଲ୍ଥ କେୟାର ସେବାର ଶୁଭାରମ୍ଭ କରିଛି । ଏହି ଅତ୍ୟଧିକ ବ୍ୟକ୍ତିଗତ ଗ୍ରାହକ-କୈନ୍ଦ୍ରିକ ଉତ୍ପାଦ!-->…
୨୦୨୪ ଆର୍ଥିକ ବର୍ଷରେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ଉଲ୍ଲେଖନୀୟ ଅଭିବୃଦ୍ଧି
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ୩୧ ତାରିଖ ୨୦୨୪ରେ ଶେଷ ହୋଇଥିବା ଆର୍ôଥକ ବର୍ଷ ପାଇଁ ଏହାର ଫଳାଫଳ ଘୋଷଣା କରାଯାଇଛି । ଏହି ଆର୍ôଥକ ବର୍ଷରେ ସମସ୍ତ ପରିମାପରେ ପ୍ରଦର୍ଶନରେ ଚମତ୍କାର ବୃଦ୍ଧି ହାସଲ କରିଛି, ଯାହା ଏହାର ଅଭିବୃଦ୍ଧି ଯାତ୍ରାରେ ଏକ!-->…
ଯୁବ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜର ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନର ଶୁଭାରମ୍ଭ
ଭୁବନେଶ୍ୱର : ଡାବର କମ୍ପାନୀର ଅଗ୍ରଣୀ ଇନ୍ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍ମାନଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ!-->!-->!-->!-->!-->…
ଡିସ୍ ଟିଭି ପକ୍ଷରୁ ‘ଡିସ୍ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ
ଭୁବନେଶ୍ୱର : ଅଗ୍ରଣୀ ଡିଟିଏଚ୍ ପ୍ରଦାନକାରୀ ସଂସ୍ଥା ଡିସ୍ ଟିଭି ‘ଡିସ୍ ଟିଭି ସ୍ମାର୍ଟ+' ସେବାର ଘୋଷଣା କରିଛି । ଏହି ଶୁଭାରମ୍ଭ ଶିଳ୍ପରେ ଏକ ଅଗ୍ରଣୀ ମାଇଲଖୁଂଟ, ଯାହା ଗ୍ରାହକମାନଙ୍କୁ କୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଟିଭି ଏବଂ ଓଟିଟି କଂଟେଟ!-->…
ସ୍ମାର୍ଟଫୋନ୍ଗୁଡିକ ଉପରେ ଆକର୍ଷଣୀୟ ଡିଲ ଉନ୍ମୋଚନ କରିଛି ପୋକୋ
ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ-ଅଭିବୃଦ୍ଧିଶୀଳ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋ, ଏହାର ସର୍ବାଧିକ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ଗୁଡିକ ପାଇଁ ଆକର୍ଷଣୀୟ ଅଫର୍ର ଉନ୍ମୋଚନ କରିଛି । ଏହି ଡିଲଗୁଡ଼ିକ ପ୍ରମୁଖ ଇକମର୍ସ ସଂସ୍ଥା ଫ୍ଲିପ୍କାର୍ଟ ଓ ଆମାଜନରେ ମେ ୧ ତାରିଖ ୨୦୨୪ରୁ ମେ!-->…
ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ବିଜନେସ ସଲ୍ୟୁଶନ ସୁଇଟ୍ ଉନ୍ମୋଚିତ
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ଏହାର ବିଜ୍ନେସ ସଲ୍ୟୁଶନ ସୁଇଟ୍ର ଶୁଭାରମ୍ଭ ଘୋଷଣା କରାଯାଇଛି ଯାହାକୁ ଦେଶବ୍ୟାପୀ ଏହାର ମର୍ଚ୍ଚାଂଟ୍ ପାର୍ଟନର ବା ବ୍ୟବସାୟ ସହଯୋଗୀମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ଓ ପେମେଂଟ୍ ଅନଭୂତିକୁ ବୈପ୍ଳବିକ କରିବା ପାଇଁ ଡିଜାଇନ କରାଯାଇଛି ।!-->…