ଫୋନପେର ‘ମେଡ ଇନ ଇଣ୍ଡିଆ’ ସ୍ମାର୍ଟ ସ୍ପିକରର ବଜାର ପ୍ରବେଶ
ଭୁବନେଶ୍ୱର: ଫୋନପେ ତା’ର ନେକ୍ସଟ-ଜେନ ସ୍ମାର୍ଟସ୍ପିକରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି ଯାହା ମର୍ଚାଂଟମାନଙ୍କର କ୍ରମବର୍ଦ୍ଧଶୀଳ ବ୍ୟବସାୟିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଥିବା ଏକ ଅପଗ୍ରେଡ ଭର୍ସନ ଅଟେ । ଅରିଜିନାଲ ସ୍ମାର୍ଟସ୍ପିକରର ମୂଳଦୁଆ ଉପରେ ଆଧାରିତ!-->…