ଡିଜିଟାଲ ରୁପାନ୍ତରଣ ପାଇଁ ସେଲ୍ସଫୋର୍ସ ଏବଂ ଉତ୍କଳ ହସ୍ପିଟାଲ ମଧ୍ୟରେ ସହଭାଗିତା
ଭୁବନେଶ୍ୱର : ବିଶ୍ୱର ଏକ ନମ୍ବର ଏଆଇ ସିଆର୍ଏମ, ସେଲ୍ସଫୋର୍ସ ଓଡିଶାର ଘରୋଇ କ୍ଷେତ୍ରର ସର୍ବବୃହତ ସ୍ୱତନ୍ତ୍ର ହସ୍ପିଟାଲ ଉତ୍କଳ ହସ୍ପିଟାଲ ସହ ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ଏହି ସହଭାଗିତା ସହିତ ଉତ୍କଳ ହସ୍ପିଟାଲ ସେଲ୍ସଫୋର୍ସ ଏଜେଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର!-->…