ସହିଦ ଅର୍ଦ୍ଧସାମରିକ ବଳ ଯବାନଙ୍କ ପିଲାମାନଙ୍କୁ ସ୍କଲାରସିପ ବଣ୍ଟନ କଲେ ରାଜନାଥ ସିଂହ
ନୂଆଦିଲ୍ଲୀ.- କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିଏପିଏଫ୍) ଓ ଆସାମ ରାଇଫଲ୍ସ (ଏଆର୍)ର ସହିଦ୍ ଯବାନମାନଙ୍କ୧୯ ଜଣ ପିଲାଙ୍କୁ ଆଜି ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ସ୍କଲାରସିପ୍ ଚେକ୍ ବଣ୍ଟନ କରିଛନ୍ତି । ଚଳିତ ବର୍ଷ ସ୍କଲାରସିପ୍ ଅର୍ଥ ପ୍ରାୟୋଜିତ ସଂସ୍ଥା…