ଷ୍ଟାରବକ୍ସ ପକ୍ଷରୁ ନୂଆ ରେଞ୍ଜ୍ର କଫି ବେଭ୍ରେଜ ଦ କ୍ଲାସିକ୍ସର ଶୁଭାରମ୍ଭ
ଭୁବନେଶ୍ୱର : ଭାରତରେ ୧୨ ବର୍ଷ ପୂର୍ତି ପାଳନ କରି ଷ୍ଟାରବକ୍ସ ଏହାର ନୂଆ କ୍ଲାସିକ୍ କଫି ରେଞ୍ଜର ଶୁଭାରମ୍ଭ କରିଛି । ଯାହା ଆଂଚଳିକ ସ୍ୱାଦ ଓ ସମୃଦ୍ଧ ସାଂସ୍କୃତିକ ବିବିଧତା ସହ ଗଭୀର ଭାବେ ଜଡିତ । ଏହି ସ୍ୱତନ୍ତ୍ର ମେନ୍ୟୁ ଭାରତର ବିବିଧ ଐତିହ୍ୟକୁ ସମ୍ମାନ ଜଣାଉଛି ଯେଉଁଥିରେ ଯତ୍ନଶୀଳ!-->…