ଡାବର ଚୱନପ୍ରକାଶ ସୁଗାରଫ୍ରି ପକ୍ଷରୁ ‘ଆପ୍କା ଅଙ୍ଗ୍ରକ୍ଷକ’ କ୍ୟାମ୍ପେନର ଶୁଭାରମ୍ଭ
ଭୁବନେଶ୍ୱର: ଡାବର ଇଣ୍ଡିଆର ଡାବର ଚୱନପ୍ରକାଶ ସୁଗାର ଫ୍ରି ପକ୍ଷରୁ ବିଶ୍ୱ ମଧୁମେହ ଦିବସ ଅବସରରେ ‘ଆପ୍କା ଅଙ୍ଗ୍ରକ୍ଷକ’ ନାମକ ଏକ ସ୍ୱାସ୍ଥ୍ୟ ସଚେତନତା କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନ ଜଣେ ମଧୁମେହ ରୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକର ସୁସ୍ଥତା ବଜାୟ!-->…