ଆଇଡିଏଠାରୁ ଡାବର ରେଡ ପେଷ୍ଟକୁ ମିଳିଲା ସମ୍ମାନଜନକ ସିଲ ଅଫ ଆକ୍ସେପ୍ଟାନ୍ସ
ଭୁବନେଶ୍ୱର : ଭାରତର ପ୍ରଥମ ଘରୋଇ ଆୟୁର୍ବେଦିକ ଟୁଥ୍ପେଷ୍ଟ ବ୍ରାଣ୍ଡ ଭାବେ ଡାବର ରେଡ୍ ପେଷ୍ଟ ଇଣ୍ଡିଆନ ଡେଂଟାଲ ଆସୋସିଏଶନ (ଆଇଡିଏ)ଠାରୁ ସମ୍ମାନଜନକ ସିଲ୍ ଅଫ୍ ଆକ୍ସେପ୍ଟାନ୍ସ ଗ୍ରହଣ କରିଛି । ଏହା ହେଉଛି ଏକ ସ୍ୱୀକୃତି ଯାହା ସୁରକ୍ଷିତ ଓ ପ୍ରଭାବଶାଳୀ ମୁଖ ଯତ୍ନ ପ୍ରଦାନ କରିବା!-->!-->!-->…