ଅଞ୍ଜଳି ଆରୋରାଙ୍କର ହଟ୍‌ ଭିଡିଓ ଭାଇରାଲ୍‌

ଅଞ୍ଜଳି ଆରୋରା । ଏହାଙ୍କୁ କାଚା ବାଦାମ ଗର୍ଲ କୁହାଯାଏ । ଏବେ ତାଙ୍କର ହଟ୍‌ ଭିଡିଓ ଇଣ୍ଟରନେଟ୍‌ରେ ନିଆଁ ଲଗାଯାଇଛି । ଲକ୍ଷ ଲକ୍ଷ ଲୋକ ଏହାକୁ ଫଲୋ କରିବା ସହ କୋଟି କୋଟି ଭିଉ ହେଉଛି । View this post on Instagram

ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟ
ଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ

ଭାରତ ଏବଂ ଅନ୍ୟ କେତେକ ଦେଶରେ ଆଜି ସୂର୍ଯ୍ୟ ପରାଗ ଆଂଶିକଦୃଶ୍ୟମାନ ହେବ । ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ । ଅପରାହ୍ନ ୪ଟା ୨୯ ମିନିଟ୍‍ରୁଏହା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୪୨ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।ତେବେ କେତେକ ଅଞ୍ଚଳରେ

ସମଗ୍ର ରାଜ୍ୟରେ ଗତକାଲି ଆଲୋକର ପର୍ବ ଦୀପାବଳି ଓ ମା’ କାଳୀଙ୍କ
ପୂଜା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି

ସମଗ୍ର ରାଜ୍ୟରେ ଗତକାଲି ଆଲୋକର ପର୍ବ ଦୀପାବଳି ଓ ମା’ କାଳୀଙ୍କପୂଜା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଏହି ଉପଲକ୍ଷେ ବିଭିନ୍ନଶକ୍ତିପୀଠ ସମେତ ମଣ୍ଡପ ଗୁଡ଼ିକରେ ମୃଣ୍ମୟୀ ପ୍ରତିମାଗୁଡ଼ିକୁ ପୂଜାର୍ଚ୍ଚନାକରାଯାଇଛି । ପବିତ୍ର ଦୀପାବଳି ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

କୋଣାର୍କରେ ଦେଶର ଦ୍ୱିତୀୟ ସହର
ଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ

ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦେଶର ଦ୍ୱିତୀୟ ସହରଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପକାର୍ଯ୍ୟକାରୀ ହେବା ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଆଖପାଖ ଅଞ୍ଚଳସୌରଶକ୍ତି ଆଲୋକ ଦ୍ୱାରା ଆଲୋକିତ ହେବ । ଓପିଟିସିଏଲ୍‍ ୧୦ମେଗାୱାଟ୍‍

ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାପପୁଅ ବାଣ କିଣିବା ସମୟରେ ବିସ୍ଫୋରଣ ବାପାଙ୍କର ମୃତ୍ୟୁ

ଦୀପାବଳି ଅବସରରେ ଗତକାଲି ରାଜ୍ୟର କେତେକ ସ୍ଥାନରେଅଗ୍ନିକାଣ୍ଡ ଘଟିଥିବା ଖବରମାନ ଆମର ହସ୍ତଗତ ହୋଇଛି । ମିଳିଥିବାସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଉକ୍ରଳମଣି ପଣ୍ଡିତଗୋପବନ୍ଧୁ ଦାସଙ୍କର ଷଠିଘରେ ଅଗ୍ନିକାଣ୍ଡ ଘଟିଛି । ଘରର ଗୋଟିଏବଖରା ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଅନ୍ୟ

ସୂର୍ଯ୍ୟୋପରାଗ ପାଇଁ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି

ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ । ଏଥିଲାଗି ଆଜି ଭୋର୍‍ ୪ଟା୫୭ମିନିଟରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଅପରାହ୍ଣ ୪ଟା୫୬ ମିନିଟ୍‍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଓ ସଂଧ୍ୟା ୬ଟା ୨୬ ମିନିଟ୍‍୫୨ ସେକେଣ୍ଡରେ ମୋକ୍ଷ ହେବ ବୋଲି ଜଣାପଡିଛି । ସୂର୍ଯ୍ୟୋପରାଗଯୋଗୁଁ

ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ମାସ ୩
ତାରିଖରେ ଭୋଟ ଗ୍ରହଣ

ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ମାସ ୩ତାରିଖରେ ଭୋଟ ଗ୍ରହଣ କରାଯିବ । ତେବେ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଏବଂଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଡାକ ବ୍ୟବସ୍ଥାରେ ଆରମ୍ଭ ହୋଇଥିବା ମତଦାନପ୍ରକ୍ରିୟା ଶେଷ ହୋଇଛି । ପୂର୍ବରୁ ଏଥିପାଇଁ ୧୨ଡି ଫର୍ମରେ ସ୍ୱୀକୃତିପ୍ରାପ୍ତଭୋଟରଙ୍କ

ଦେଶଭକ୍ତି ହେଉଛି ଦେବଭକ୍ତି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍‍ଗିଲରେ ସେନାବାହିନୀରସଦସ୍ୟଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ପୃଥିବୀରେ ଅନେକ ଗୁଡ଼ିଏସଭ୍ୟତା ସୃଷ୍ଟି ହୋଇଛି ଏବଂ ସମୟକ୍ରମେ ଲୋପ ପାଇଯାଇଛିଟ୍ଟ କିନ୍ତୁଭାରତର ସଭ୍ୟତା ସବୁ ସମୟରେ ସମ୍ଭାବିତ ଆହ୍ୱାନ ଗୁଡ଼ିକର ସାମ୍ନାକରିବା ସହ ନିଜର

ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନର
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନରପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ । ଆଜି ସକାଳେ ସେବଙ୍କିଙ୍ଗ୍‍ହାମ୍‍ ପ୍ୟାଲେସ୍‍ରେ କିଙ୍ଗ ଚାର୍ଲସ୍‍ଙ୍କୁ ସାକ୍ଷାତ କରିବା ପରେ ଏହିପଦରେ ଅଭିଷିକ୍ତ ହେବେ । ସେଠାକାର ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍‍ ଟ୍ରସ୍‍ଆଜି

ଦୀର୍ଘ ୪୦ ବର୍ଷର ପ୍ରତୀକ୍ଷା ପରେ ଭାରତ ହକିରେ ଜିତିଲା କାଂସ୍ୟ ପଦକ ଜର୍ମାନୀକୁ ୫-୪ ଗୋଲରେ ହରାଇଲା

ଦୀର୍ଘ ୪୦ ବର୍ଷର ପ୍ରତୀକ୍ଷା ପରେ ଭାରତ ହକିରେ ଜିତିଲା କାଂସ୍ୟ ପଦକ ଜର୍ମାନୀକୁ ୫-୪ ଗୋଲରେ ହରାଇଲା ଦୀର୍ଘ ୪୦ ବର୍ଷ ପରେ ଅଲିମ୍ପିକରେ ଭାରତ ହକିରେ ପଦକ ଜିତିଛି ଟୋକିଓ ଅଲିମ୍ପିକରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରିଛି । ପୁରୁଷ ହକିଦଳ ଦେଶ ପାଇଁ ଗୌରବ ଆଣିଛି । ଏହି ମ୍ୟାଚ