ଶିଶୁଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ବିଲ୍ ସଂସଦରେ ଗୃହୀତ

0 552

ନୂଆଦିଲ୍ଲୀ : ଶିଶୁଙ୍କୁ ବଳାତ୍କାର କଲେ ଏବେ ବଳାତ୍କାରୀ ଅପରାଧି ମୃତ୍ୟୁ ଦଣ୍ଡ ପାଇବ । ଏହି ବିଲ୍‌ ସଂସଦର ଉଭୟ ଗୃହରେ ଗୃହୀତ ହୋଇଯାଇଛି । ଏହା ସହ ପୂର୍ବରୁ ବଳାତ୍କାରୀକୁ ଅତିକମରେ ୭ ବର୍ଷ ଜେଲ ଦଣ୍ଡାଦେଶ ଥିଲା । ଏବେ ତାହାକୁ ୭ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି କରାଯାଇଛି । ୧୨ ବର୍ଷରୁ ସାନ ନାବାଳିକାକୁ ବଳାତ୍କାର କଲେ ଏବେ ମୃତ୍ୟୁ ଦଣ୍ଡ ମିଳିବ । ଏପ୍ରିଲମାସରେ ଜାରି କରାଯାଇଥିବା ଅଧ୍ୟଦେଶ ବଦଳରେ ଏହି ଆଇନ କାମ କରିବ ।

Leave A Reply