ହେଲ୍‍ପ୍‍ ଲାଇନ୍‍ ନମ୍ବର ହେଉଛି ୧୫୫୩୩୫ ଅତ୍ୟାବଶ୍ୟକ ସାମଗ୍ରୀ ବିଷୟରେ ତଥ୍ୟ ପାଇବାପାଇଁ ‘ସାଧନ’ ହେଲ୍‍ପ୍‍ ଲାଇନ୍‍

0 2,450

ଭୁବନେଶ୍ୱର – ରାଜ୍ୟରେ ଅତ୍ୟବଶ୍ୟକ ସାମଗ୍ରୀ ବିଷୟରେ ତଥ୍ୟ ପାଇବାପାଇଁ ରାଜ୍ୟ ସରକାର ‘ସାଧନ’ ହେଲ୍‍ପ୍‍ ଲାଇନ୍‍ ଆରମ୍ଭ କରିଛନ୍ତି । ସେହି ହେଲ୍‍ପ୍‍ଲାଇନ୍‍ ନମ୍ବର ହେଉଛି ୧୫୫୩୩୫ ।

ଅନ୍ୟପକ୍ଷରେ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ଥିବା ଲୋକଙ୍କ ଘର ବାହାରେ ଷ୍ଟିକର୍‍ ଲଗାଯିବାକୁ ସ୍ଥିରକରାଯାଇଛି । କଟକ ମାଲ୍‍ଗୋଦାମରେ ଆଗାମୀ ୨୫ ଦିନ ପର୍ଯ୍ୟନ୍ତ ସମସ୍ତଦ୍ରବ୍ୟ ମହଜୁଦ୍‍ ରହିଛି । ତେଣୁ ଦିନକୁ ଦୁଇଟି ପର୍ଯ୍ୟାୟରେ ମାଲ୍‍ଗୋଦାମ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

Leave A Reply