ଜାମ୍ମୁ-କାଶ୍ମୀରର ୧୦ଟି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ, ଇଣ୍ଟରନେଟ୍‌ ଓ ଫୋନ୍‌ ସେବା ବନ୍ଦ ରହିବ

0 1,982

ଶ୍ରୀନଗର-
– ଜାମ୍ମୁ ଜିଲ୍ଲାରୁ ଉଠିଲା ୧୪୪ ଧାରା
– କାଶ୍ମୀର ଘାଟୀର ଅନେକସ୍ଥାନରେ ଖୋଲିଲା ସ୍କୁଲ କଲେଜ
-୧୦ଟି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ
-ଇଣ୍ଟରନେଟ୍‌ ଓ ଫୋନ୍‌ ସେବା ଏବେ ବନ୍ଦ ରହିବ ।
– ତେବେ ଶ୍ରୀନଗରରେ ୧୦ ହଜାର ବିକ୍ଷୋଭକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ
-ପୁଲିସକୁ ଲୁହବୁହା ଗ୍ୟାସ ଓ ପେଲେଟ୍‌ ବ୍ୟବହାର କରିବାକୁ ପଡିଥିଲା
-୧୨ ଜଣ ଆହତ
– କାରିଗଲ୍‌ ବନ୍ଦରୁ ଓହରିଲା କାଗରିଲ୍‌ ସଂଯୁକ୍ତ କମିଟି

Leave A Reply