ଜାଲିଓ୍ୱାନାଓ୍ୱାଲା ବାଗ ଘଟଣାକୁ ଏକ ଲଜ୍ଜାଜନକ ଘଟଣା ବୋଲି ସ୍ୱୀକାର କଲେ ବ୍ରିଟିଶ ହାଇ କମିଶନର

0 1,384

ଅମୃତସର .- ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଜାଲିଓ୍ୱନା ଓ୍ୱାଲା ବାଗରେ ବ୍ରିଟିଶ ସୈନିକଙ୍କ ଗୁଳିରେ ଶହ ଶହ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ । ଶାନ୍ତିପୂର୍ଣ୍ଣ ସଭା କରୁଥିବା ବେଳେ ଜେନେରାଲ ଡାୟର ସେଠାରେ ନର ସଂହାର କରିଥିଲେ । ସେହି ଘଟଣାକୁ ବ୍ରିଟଶ ହାଇକମିଶନର ଡେମିନିକ ଆକ୍ଲିଟିସ୍‌ ଏକ ଲଜ୍ଜା ଜନକ ଘଟଣା ବୋଲି କହିଛନ୍ତି । ଏଥିପାଇଁ ସେ ମର୍ମାହତ ବୋଲି କହିଛନ୍ତି । ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ସେ ସହିଦଙ୍କ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିଛନ୍ତି ।

Leave A Reply