ଭୁବନେଶ୍ୱର ..- ପ୍ରଭାତ ତ୍ରିପାଠି ଏଥର ନିର୍ବାଚନ ଲଢିବେନାହିଁ ବୋଲି ସୂଚନା ଦେଇଛନ୍ତି । ସେ ବାଙ୍କୀରୁ ବିଧାୟକ ଅଛନ୍ତି । ନବୀନ ପଟ୍ଟନାୟକଙ୍କୁ ସେ ଲିଖିତ ଭାବେ ଏ ବିଷୟରେ ଜଣାଇଛନ୍ତି । ଦଳକୁ ସେ ସାଙ୍ଗଠନିକ ଭାବେ ସମର୍ଥନ କରିବେ । ଦଲ ପାଇଁ ନିର୍ବାଚନ ପ୍ରଚାର କରିବେ । ବିଜେପି ପକ୍ଷରୁ ତାଙ୍କୁ ଷଡଯନ୍ତ୍ର କରାଯାଇ ଚିଟ୍ ଫଣ୍ଡ ମାମଲାରେ ଫସାଯାଇଥିଲା ବୋଲି ସେ ଚିଠି ଉଲ୍ଲେଖ କରିଛନ୍ତି ।