କର୍ପୂରମୁଣ୍ଡ ବିନ୍ଧା, ପାଟି ଦୁର୍ଗନ୍ଧ ଦୂର ସହ ଆରୋମାଥେରାପି

0 789

ସାଧାରଣତଃ କର୍ପୂର ଦୁଇ ପ୍ରକାରର। ଗୋଟିଏ ହେଲା ପ୍ରାକୃତିକ କର୍ପୂର, ଯାହା ଗଛରୁ ମିଳେ। ଏହି କର୍ପୁରକୁ ଆମେ ଖାଇପାଇପାରିବା ଏବଂ ଅନ୍ୟଟି ହେଲା ରସାୟନିକ ପ୍ରକ୍ରିୟା ଦ୍ୱାରା ପ୍ରସ୍ତୁତ କରାଯାଉଥିବା। ବଜାରରେ କୃତ୍ରିମ କର୍ପୂର ମିଳିଥାଏ। ହିନ୍ଦୁ ଧର୍ମରେ ପୂଜା ସମୟରେ କର୍ପୂର ବ୍ୟବହାର କରାଯାଏ। ଆର୍ୟୁବେଦ ଉପଚାର ଏବଂ ଘରେ ମଧ୍ୟ ଏହାର ବ୍ୟବହାର କରାଯାଏ। ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ।

ଆରୋମାଥେରାପିରେ କର୍ପୂରକୁ ମସ୍ତିଷ୍କ ଜନିତ ସମସ୍ୟା ଦୂର କରିବାରେ ବ୍ୟବହାର କରାଯାଏ।

ତ୍ୱଚା ସମସ୍ୟା ପାଇଁ ମଧ୍ୟ କର୍ପୁର ବ୍ୟବହାର କରାଯାଏ।

ଏହା ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରିତ କରିଥାଏ

ଗଣ୍ଠି ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ।

ମୁହଁର ଦୁର୍ଗନ୍ଧ , ଦାନ୍ତ ଯନ୍ତ୍ରଣା ଆଦି କର୍ପୁର ଭଲ କରିଥାଏ।

ତେଲରେ କର୍ପୂର ମିଶାଇ ମୁଣ୍ଡରେ ମାଲିସ କରିବା ଦ୍ୱାରା ଆରାମ ଲାଗିଥାଏ ।

ହେଲେ ସବୁ ବେଳେ ପ୍ରାକୃତିକ କର୍ପୂର ବ୍ୟବାହର କରନ୍ତୁ

Leave A Reply