୨୪ କ୍ୟାବିନେଟ ମନ୍ତ୍ରୀ, ୨୪ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର) ଓ ୯ ରାଷ୍ଟ୍ରମନ୍ତ୍ରୀ ସହିତ ଦେଖନ୍ତୁ ମୋଦୀଙ୍କ ପୂରା ଟିମ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୭ ସଦସ୍ୟଙ୍କ ସହିତ ଗୁରୁବାର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ ମନ୍ତ୍ରିମଣ୍ଡଳରେ କିଛି ନବାଗତଙ୍କୁ ମନ୍ତ୍ରୀ ପଦ ମିଳିଛି । ସେହିପରି କିଛି ସାଂସଦ ଦ୍ୱିତୀୟ ଥର ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି । ମୋଦୀଙ୍କ ନୁତନ ମନ୍ତ୍ରିମଣ୍ଡଳରେ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ, ୯ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ (ସ୍ୱତନ୍ତ୍ର) ଓ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ ହୋଇଛନ୍ତି ।
ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଓ କ୍ୟାବିନେଟ ମନ୍ତ୍ରୀ ଅମିତ ଶାହା ଗୁରୁବାର ଶପଥ ଗ୍ରହଣ କରିବା ପରେ କହିଛନ୍ତି, ସେ ଦେଶ ସେବା ପାଇଁ ନିଜର ସର୍ବଶ୍ରେଷ୍ଠ ଅବଦାନ ଦେବେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଉପରେ ସେ ଭରସା ରଖିଥିବାରୁ ଧ୍ୟନବାଦ ଜଣାଇଛନ୍ତି ।
କ୍ୟାବିନେଟ ମନ୍ତ୍ରୀ-
୧. ରାଜନାଥ ସିଂହ
୨. ଅମିତ ଶାହ
୩. ନୀତିନ ଗଡକରୀ
୪. ସଦାନନ୍ଦ ଗୌଡା
୫. ନିର୍ମଳା ସୀତାରମଣ
୬. ରାମବିଳାସ ପାଶବାନ
୭. ନରେନ୍ଦ୍ର ସିଂହ ତୋମର
୮. ରବିଶଙ୍କର ପ୍ରସାଦ
୯. ହରସିମରତ କୌର
୧୦. ଥବରଚନ୍ଦ ଗହଲୋତ
୧୧. ଏସ ଜୟଶଙ୍କର
୧୨. ରମେଶ ପୋଖରିୟାଲ
୧୩. ଅର୍ଜୁନ ମୁଣ୍ଡା
୧୪. ସ୍ମୃତି ଇରାନୀ
୧୫. ଡାକ୍ତର ହଷବର୍ଦ୍ଧନ
୧୬. ପ୍ରକାଶ ଜାଭଡେକର
୧୭. ପୀୟୁଷ ଗୋୟଲ
୧୮. ଧର୍ମେନ୍ଦ୍ର ପ୍ରଧାନ
୧୯. ମୁଖତାର ଅବବାସ ନକବୀ
୨୦. ପ୍ରହଲ୍ଲାଦ ଯୋଶୀ
୨୧. ମହେନ୍ଦ୍ରନାଥ ପାଣ୍ଡେ
୨୨. ଅରବିନ୍ଦ ସାବନ୍ତ
୨୩. ଗିରିରାଜ ସିଂହ
୨୪. ଗଜେନ୍ଦ୍ର ସିଂହ ଶେଖାୱତ
ରାଷ୍ଟ୍ରମନ୍ତ୍ରୀ(ସ୍ୱତନ୍ତ୍ର ପାହ୍ୟା)
୧. ସନ୍ତୋଷ ଗଙ୍ଗବାର
୨. ରାଓ ଇନ୍ଦ୍ରଜିତ ସିଂହ
୩. ଶ୍ରୀପଦ ନାୟକ
୪. ଡାକ୍ତର ଜିତେନ୍ଦ୍ର ସିଂହ
୫. କିରଣ ରିଜ୍ଜୁ
୬. ପ୍ରହଲ୍ଲାଦ ପଟେଲ
୭. ଆରକେ ସିଂହ
୮. ହରଦୀପ ସିଂହ ପୁରୀ
୯. ମନସୁଖ ମଣ୍ଡବିୟା
ରାଷ୍ଟ୍ରମନ୍ତ୍ରୀ-
୧. ଫଗଗନ ସିଂହ କୁଲସତେ
୨. ଅଶ୍ୱିନୀ ଚୌବେ
୩. ଅର୍ଜୁନ ରାମ ମେଘବାଳ
୪. ବିକେ ସିଂହ
୫. କୃଷ୍ଣପାଲ ଗୁର୍ଜର
୬. ଦାଦା ସାହେବ ଦାନବେ
୭. ଜୀ କିଶନ ରେଡ୍ଡୀ
୮. ପୁରୁଷୋତ୍ତମ ରୁପାଳା
୯. ରାମଦାସ ଆଠବଲେ
୧୦. ସ୍ୱଧବୀ ନିରଞନ ଜ୍ୟୋତି
୧୧. ବାବୁଲ ସୁପ୍ରିୟୋ
୧୨. ସଂଜିବ ବାଲିୟାନ
୧୩. ସଂଜୟ ଧୋନ୍ନେ
୧୪. ଅନୁରାଗ ଠାକୁର
୧୫. ସୁରେଶ ଅଙ୍ଗଡି
୧୬. ନିତ୍ୟାନନ୍ଦ ରାୟ
୧୭. ସାଂସଦ ରତନଲାଲ କଟାରିଆ
୧୮. ବି ମୁରଲିଧରନ
୧୯. ରେଣୁକା ସିଂହ
୨୦. ସୋମପ୍ରକାଶ
୨୧. ରାମେଶ୍ୱର ତେଲି
୨୨. ପ୍ରତାପ ଚନ୍ଦ୍ର ଷଡଙ୍ଗୀ
୨୩. କୈଳାଶ ଚୌଧୁରୀ
୨୪. ଦେବାସ ଚୌଧୁରୀ