ଟିଟିଲାଗଡ ରେଳ ଡିଭିଜନର ବିକାଶ ପାଇଁ ଆଲୋଚନା
ଭୁବନେଶ୍ୱର - ଟିଟିଲାଗଡ଼ ସବ୍ଡିଭିଜନ୍ରେ ବିଭିନ୍ନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଟିଟିଲାଗଡ଼ ସହରରେ ନିର୍ମଣାଧୀନ ରେଲୱେ ଓଭରବ୍ରିଜ୍ ଏବଂ…