ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତି
ଭୁବନେଶ୍ୱର: ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କିଙ୍ଗ୍କୁ ମୂଳମନ୍ତ୍ର କରିଥିବା ସାର୍ବଜନୀନ ବ୍ୟାଙ୍କ୍ ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କୁ ଏହାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିବା ବିଷୟରେ ଆଜି ଘୋଷଣା କରାଯାଇଛି । ଦାଦା ଭାବେ ପରିଚିତ ଏବଂ ଭାରତୀୟ କ୍ରିକେଟ୍ ଦଳର!-->…