ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ , ସହିଦ ଆଫ୍ରିଦ
ଲଣ୍ଡନ .- ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ ବୋଲି ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପ୍ରସିଦ୍ଧ ବ୍ୟାଟସ୍ମ୍ୟାନ ସହିଦ ଆଫ୍ରିଦ କହିଛନ୍ତି । ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ନିଜର ୪ଟି ପ୍ରଦେଶକୁ ସମ୍ଭାଳି ପାରୁନାହିଁ…