ସ୍କୁଲ ଖୋଲିବ-ଆସନ୍ତା ୮ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି
ଆସନ୍ତା ୮ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା
ଛାତ୍ରଛାତ୍ରୀ ପାଠପଢ଼ିବାକୁ ଯିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର ସମସ୍ତ ସରକାରୀ ସାହାଯ୍ୟ ପ୍ରାପ୍ତ ଓ ଘରୋଇ…