ଆରବିଆଇ, ପିଏମ୍ସି ବ୍ୟାଙ୍କ ପରି କଟକଣା ଜାରି କଲେ ଆପଣଙ୍କ ଜମା ଟଙ୍କାର କଅଣ ହେବ ଜାଣନ୍ତୁ
ମୁମ୍ବଇ - କେତକ ଅନିୟମିତତା ଯୋଗୁଁ ପଞ୍ଜାବ ଓ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ (ପିଏମ୍ସି) ଉପରେ କଟକଣା ଜାରି କରିଥିଲେ । ପୂର୍ବରୁ ଜଣେ ଉପଭୋକ୍ତା ଏକ ହଜାର ଟଙ୍କା ଉଠାଣ କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ ଏବେ ଏଥିରେ କୋହଳ କରି ଜଣେ ଉପଭୋକ୍ତା ଦୈନିକ ୧୦ ହଜାର ଟଙ୍କା ଉଠାଣ କରି…