ରାଜ୍ୟ ସରକାର ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟରେ ଚଳିତବର୍ଷ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ମାଟ୍ରିକ୍ ପାଶ୍ କରିଥିବାରୁ ସେମାନଙ୍କ ଯୁକ୍ତ ୨ ପାଠ ପଢ଼ିବା ପାଇଁ କୌଣସି ସମସ୍ୟା ରହିବ ନାହିଁ । ରାଜ୍ୟ ସରକାର ଯୁକ୍ତ ୨ ଆସନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନିଅର କଲେଜ୍ମାନଙ୍କରେ ଯୁକ୍ତ ୨ ଆସନ ସଂଖ୍ୟା!-->…