Browsing Tag

ODISHANXT

ମଙ୍ଗଳବାରରେ ବାଂଲାଦେଶ ଛୁଇଁବ ବାତ୍ୟା ସି-ତ୍ରାଙ୍ଗ ,ଆଜି ରାତିରୁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତ ଭାବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ଅବପାତ ୬ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି । ଏହା ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ନିଜ ଗତିର ଦିଗ ବଜାୟ ରଖିବା ପରେ ବାତ୍ୟାରେ

ଜୟଆଲୁକ୍କାସ ପକ୍ଷରୁ ଭୁବନେଶ୍ୱରରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱର ଲେକପ୍ରିୟ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ ଓଡ଼ିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର୍‌କୁ ଖୋଲି ସର୍ବଭାରତୀୟ ସ୍ତରରେ ଏହାର ଉପସ୍ଥିତିକୁ ସମ୍ପ୍ରସାରିତ କରିଛି । ଗହଣା ପ୍ରେମୀଙ୍କ ପାଇଁ ଆକର୍ଷଣୀୟ ଉଦଘାଟନୀ ଅଫର ସହିତ ୨୦୨୨ ଅକ୍ଟୋବର ୧୬ (ରବିବାର) ଦିନ ପୂର୍ବାହ୍ନ

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ଉପନିର୍ବାଚନ ନଭେମ୍ବର ୬ ତାରିଖରେ ଭୋଟ୍‍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ…

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆସନ୍ତାକାଲି ନିର୍ବାଚନ କମିଶନଙ୍କ ବିଧିବଦ୍ଧ ବିଜ୍ଞପ୍ତି ସହ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ ଭାବେ ଧାର୍ଯ୍ୟ ହୋଇଥିବା ବେଳେ ୧୫ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ

୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ

ପଶ୍ଚିମ ମ୍ୟାଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବାହ୍ନ ସୁଦ୍ଧା ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବଢ଼ୁଥିବା କୋଭିଡ୍‍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ

ବଢ଼ୁଥିବା କୋଭିଡ୍‍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିଛି । ଏହିସବୁ ସ୍ଥାନରେ କ୍ଲାସ୍‍ରୁମ୍‍ ପାଠପଢ଼ା ସହ ହଷ୍ଟେଲଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ସ୍କଲାର୍‍ ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ଗବେଷଣା ତଥା ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ୧୦୩ କୋଟି ଟଙ୍କା ବିନିଯୋଗ ହୋଇଛି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତି ସ୍ତୂପର

ଆସନ୍ତା ଜାନୁୟାରୀ ୧୦ ତାରିଖରୁ କଟକରେ ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡିତ ବ୍ୟକ୍ତିଙ୍କୁ…

ଆସନ୍ତା ଜାନୁୟାରୀ ୧୦ ତାରିଖରୁ କଟକରେ ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡିତ ବ୍ୟକ୍ତିଙ୍କୁ କରୋନା ବୁଷ୍ଟର ଡୋଜ୍‍ ପ୍ରଦାନ କରାଯିବ । ଏ ନେଇ କଟକ ମହାନଗର ନିଗମର ଡେପୁଟୀ କମିଶନର କହିଛନ୍ତି କେଉଁ ସମୟରେ କିଏ ଏହି ଟିକା ନେଇପାରିବେ ଖୁବ୍‍ ଶୀଘ୍ର ତାହାର ସବିଶେଷ

ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ

ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ବଲାଙ୍ଗିର ଏବଂ ମାଲକାନଗିରିର କେତେକ ଅଞ୍ଚଳରେ ଘନକୁହୁଡ଼ି ପରିଲକ୍ଷିତ ହୋଇଥିଲା । ଉପକୂଳବର୍ତ୍ତୀ ଜିଲ୍ଲା କଟକ ଏବଂ ଖୋର୍ଦ୍ଧାର

ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ

ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ ସଂପର୍କିତ ବିଧେୟକ ଲୋକସଭାରେ ଗୃହୀତ ହୋଇଛି । ନିର୍ବାଚନ ଆଇନ ସଂଶୋଧନ ବିଧେୟକ ୨୦୨୧କୁ ଆଇନମନ୍ତ୍ରୀ କିରେନ୍‍ ରିଜିଜୁ ଗୃହରେ ଆଗତ କରିଥିବା ବେଳେ ଏହା ବାଚନିକ ଭୋଟରେ ଗୃହୀତ ହୋଇଥିଲା । ବିଧେୟକ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ମତଦାତାଙ୍କ

ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ – ହେଲେ ହାଇକୋର୍ଟ ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ରାୟ

ଓଡ଼ିଶା ବନ୍ଦକୁ ନେଇ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ବନ୍ଦ ସମୟରେ ଆନ୍ଦୋଳନକାରୀମାନେ ଜୋର୍‍ ଜବରଦସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ଆଦି ବନ୍ଦ କରିପାରିବେ ନାହିଁ । ଗଣତନ୍ତ୍ର ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିପାରିବେ ବୋଲି ହାଇକୋର୍ଟ ତାଙ୍କ