ଅଲଟିମେଟ୍ ଖୋ ଖୋ ସିଜନ-୨ରେ ରାମଜୀ କଶ୍ୟପଙ୍କ ନେତୃତ୍ୱରେ ଚେନ୍ନାଇ କ୍ୱିକ୍ ଗନ୍ସର ପ୍ରଥମ ବିଜୟ, ପ୍ରଥମ ମ୍ୟାଚରେ …
କଟକ,୨୫ ଡିସେମ୍ବର, ୨୦୨୩: ସୋମବାର କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ସିଜିନ୍-୨ର ୨ୟ ଦିବସର ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ କୁଇକ ଗନ୍ସ ଏବଂ ତେଲୁଗୁ ଯୋଦ୍ଧାସ୍ ମଧ୍ୟରେ ଦମଦାର ଟକ୍କର ହୋଇଛି । ରାମଜୀ କଶ୍ୟପଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ!-->!-->!-->…