Browsing Tag

odianews

ସର୍ବାଧିକ ବିକାଶମୂଳକ କାର୍ଯ୍ୟ ହେଉଥିବା ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା: ମନ୍ତ୍ରୀ ଅଶୋକ ପଣ୍ଡା

ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ମିଶନ ଶକ୍ତି ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ କୃଷି ଓଡ଼ିଶା ୨୦୨୪ର ଦ୍ୱିତୀୟ ଦିବସରେ ୩୦ ଏସ୍‌ଏଚ୍‌ଜି ଗ୍ରୁପ୍ ପୁରସ୍କୃତ ୧୦ ଜଣ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ

ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ୨୦୨୩ର ଶୁଭାରମ୍ଭ

ଏହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତାକୁ ବିକଶିତ କରିବା ଏବଂ ଓଡିଶାର ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀ, ଓ ଉଦ୍ଭାବକମାନଙ୍କଠାରୁ ନୂଆ ବିଚାରଧାରାଗୁଡିକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି । ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍

ଏୟାରଟେଲ୍ ପକ୍ଷରୁ “ଏୟାରଟେଲ୍ ଆଇକ୍ୟୁ ରିଚ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିକମ କଂପାନି ଏୟାରଟେଲ୍ ପକ୍ଷରୁ ପ୍ରଥମ ସ୍ୱୟଂ ସେବା (ସେଲ୍‌ଫ ସର୍ଭ) ମାର୍କେଟିଂ ଯୋଗାଯୋଗ ପ୍ଲାଟଫର୍ମ ଏୟାରଟେଲ୍ ଆଇକ୍ୟୁ ରିଚ୍‌ର ଶୁଭାରମ୍ଭ କରାଯାଇଛି । ଏହା ବ୍ୟାବସାୟିକ ସଂସ୍ଥା / ବ୍ରାଣ୍ଡ୍‌ଗୁଡ଼ିକୁ ବ୍ୟକ୍ତିଗତ ଯୋଗାଯୋଗ ଜରିଆରେ ପୂର୍ବ

ଭିତିଭୂମି ଅବକ୍ଷୟ ହ୍ରାସ ପ୍ରସଙ୍ଗରେ ଓଡିଶା ସରକାର ଅଧିକାରୀଙ୍କ ସହ ସାକ୍ଷାତ କରିଛି ଇଂଟରନ୍ୟାଶନାଲ ଜିଙ୍କ୍ ଆସୋସିଏଶନ…

ଭୁବନେଶ୍ୱର: ଇଂଟରନ୍ୟାଶନାଲ ଜିଙ୍କ ଆସୋସିଏଶନ ପକ୍ଷରୁ ଭୁବନେଶ୍ୱରଠାରେ ‘ଭିତିଭୂମି ଉପରେ ଅବକ୍ଷୟର ଖର୍ଚ୍ଚକୁ ହ୍ରାସ କରିବା’ ପ୍ରସଙ୍ଗ ଉପରେ ଏକ ସୂଚନା ବିସ୍ତାର ଅଧିବେଶନର ଆୟୋଜନ କରାଯାଇଛି ଏବଂ ଏଠାରେ ଉପକୂଳବର୍ତୀ ସହରଗୁଡିକର ଭିତିଭୂମିକୁ ଅବକ୍ଷୟରୁ ସୁରକ୍ଷିତ ରଖିବାର ଅତ୍ୟାବଶ୍ୟକତା

ସୂର୍ଯ୍ୟୋପରାଗ ପାଇଁ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି

ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ । ଏଥିଲାଗି ଆଜି ଭୋର୍‍ ୪ଟା୫୭ମିନିଟରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଅପରାହ୍ଣ ୪ଟା୫୬ ମିନିଟ୍‍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଓ ସଂଧ୍ୟା ୬ଟା ୨୬ ମିନିଟ୍‍୫୨ ସେକେଣ୍ଡରେ ମୋକ୍ଷ ହେବ ବୋଲି ଜଣାପଡିଛି । ସୂର୍ଯ୍ୟୋପରାଗଯୋଗୁଁ

ଦେଶଭକ୍ତି ହେଉଛି ଦେବଭକ୍ତି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍‍ଗିଲରେ ସେନାବାହିନୀରସଦସ୍ୟଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ପୃଥିବୀରେ ଅନେକ ଗୁଡ଼ିଏସଭ୍ୟତା ସୃଷ୍ଟି ହୋଇଛି ଏବଂ ସମୟକ୍ରମେ ଲୋପ ପାଇଯାଇଛିଟ୍ଟ କିନ୍ତୁଭାରତର ସଭ୍ୟତା ସବୁ ସମୟରେ ସମ୍ଭାବିତ ଆହ୍ୱାନ ଗୁଡ଼ିକର ସାମ୍ନାକରିବା ସହ ନିଜର

ମଙ୍ଗଳବାରରେ ବାଂଲାଦେଶ ଛୁଇଁବ ବାତ୍ୟା ସି-ତ୍ରାଙ୍ଗ ,ଆଜି ରାତିରୁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତ ଭାବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ଅବପାତ ୬ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି । ଏହା ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ନିଜ ଗତିର ଦିଗ ବଜାୟ ରଖିବା ପରେ ବାତ୍ୟାରେ

ମଙ୍ଗଳବାରଦିନ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ସୋମବାରରେ ଦୀପାବଳି ପାଳନ ଅମାବାସ୍ୟା ନୀତି

ପୁରୀ ଶ୍ରୀମନ୍ଦିରରେ ଆସନ୍ତା କାଲି ଦୀପାବଳି ଅମାବାସ୍ୟା ନୀତି ପାଳନ କରାଯିବ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ ଏବଂ କାଳୀପୂଜା ଓ ଦୀପଦାନ କରାଯିବ । ମଙ୍ଗଳବାର ଦିନ କେତୁଗ୍ରସ୍ତ ସୂର‌୍ୟ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ଆସନ୍ତାକାଲି ଏହି ନୀତି

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ମା’ କାଳୀଙ୍କ ପୂଜା
ଆରମ୍ଭ ହେବ

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ମା’ କାଳୀଙ୍କ ପୂଜା ଆରମ୍ଭ ହେବ । ଏଥିପାଇଁ ଭଦ୍ରକ ଜିଲ୍ଲାରେ ବିଶେଷ ପ୍ରସ୍ତୁତି ହୋଇଛି ।ଜିଲ୍ଲାର ଭଦ୍ରକାଳୀ ସାହି, ଆହରପଦାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ମହାଯଜ୍ଞ ଗୀତା ଯଜ୍ଞ ହେବା ସହ ଦୀପାବଳିଠାରୁ କାଳୀପୂଜା ଅନୁଷ୍ଠିତ

ଖାଇବା ତେଲ ଦର ଗତବର୍ଷ ଅପେକ୍ଷା ସେପ୍ଟେମ୍ବର ମାସରେ ହ୍ରାସ ପାଇଛି

ଦେଶରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଶେଷ କରି ଖାଇବା ତେଲ ଦର ଗତବର୍ଷ ଅପେକ୍ଷା ସେପ୍ଟେମ୍ବର ମାସରେ ହ୍ରାସ ପାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇଛି । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ