ଜାଣନ୍ତୁ ଓଡ଼ିଶାରେ କଅଣ ରହିଛି ଅକ୍ଟୋବର କୋଭିଡ୍ ଗାଇଡ୍ ଲାଇନ୍
ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ନୂଆ କରୋନା ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ ନିଷେଧାଦେଶ ଲାଗୁ କରାଯାଇଛି । ଦଶହରା ସମୟରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଓ ବିସର୍ଜନ ସମୟରେ ଲୋକମାନେ ଆତସବାଜୀ!-->…