Browsing Tag

NOBLE

କୋଲକାତାରେ ଜନ୍ମିତ ଅଭିଜିତ୍‍ ବାନାର୍ଜୀଙ୍କୁ ୨୦୧୯ ବର୍ଷ ପାଇଁ ନେବୋଲ ପୁରସ୍କାର

ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ବଂଶୋଦ୍ଭବ ଅଭିଜିତ୍‍ ବାନାର୍ଜୀ ୨୦୧୯ ବର୍ଷ ପାଇଁ ନେବୋଲ ପୁରସ୍କାର ପାଇବେ। ଅଭିଜିତ୍‍ଙ୍କ ସହ ତାଙ୍କ ପତ୍ନୀ ଏଷ୍ଟର ଡୁଫ୍‍ଲୋ ଓ ମାଇକେଲ  କ୍ରେମ୍‍ଙ୍କୁ ମଧ୍ୟ ଅର୍ଥନୀତିରେ ମିଳିତଭାବେ ନୋବେଲ ପୁରସ୍କାର ଦିଆଯିବ। ବିଶ୍ୱରୁ…