ଫାଶୀ ପରେ ନିର୍ଭୟା ଦୋଷୀଙ୍କୁ ମୃତ ଘୋଷଣା – ଆଶା ଦେବୀ କହିଲେ ନ୍ୟାୟ ମିଳିଲା
ନୂଆଦିଲ୍ଲୀ ୨୦.୦୩ - ଦୀର୍ଘ ୭ ବର୍ଷର ନ୍ୟାୟିକ ଯୁଦ୍ଧ ପରେ ଶେଷରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ । ୨୦ ମାର୍ଚ୍ଚ ସକାଳ ୫ଟା ୩୦ରେ ଏମାନଙ୍କୁ ତିହାର ଜେଲ୍ରେ ଥିବା ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ।
୪ ଜଣ ଦୋଷୀଙ୍କ ଫାଶୀ ଦଣ୍ଡକୁ…