ପ୍ରତ୍ୟେକ ଜିଲ୍ଲାରେ ମୋଟର ଦୁର୍ଘଟଣା ଜନିତ ସମାଧାନ କେନ୍ଦ୍ର ପ୍ରତିଷ୍ଠା
କଟକ -- ଓଡ଼ିଶା ରାଜ୍ୟ ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ମୋଟର ଦୁର୍ଘଟଣା ଜନିତ ସମାଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି କିମ୍ବା ତାଙ୍କର ଆଇନ୍ଗତ ଅଧିକାରୀ ଏହି କେନ୍ଦ୍ରରର ଦ୍ୱାରସ୍ଥ ହୋଇପାରିବେ । ମଧ୍ୟସ୍ଥଙ୍କ ଜରିଆରେ ଏହି…