Browsing Tag

matric

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା – ଗ୍ରହଣ କରାଯାଇଛି ଏହି ବ୍ୟବସ୍ଥା

ଭୁବନେଶ୍ୱର ୧୮।୦୨ - ବୁଧବାରରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ୍‍ ପରୀକ୍ଷା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ସ୍ପର୍ଶ ଦିଆଯାଇଛି । ଚଳିତବର୍ଷ ୫ ଲକ୍ଷ ୪୭ ହଜାର ୭୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ୨ ହଜାର ୭୬୩ଟି ପରୀକ୍ଷା…