ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ
କେନ୍ଦ୍ର ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ । ଏଥିସହିତ ସ୍ୱଚ୍ଛ ଭାରତ ଅଭିଯାନର ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ଆରମ୍ଭ ହେବ ।
ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ପରିମଳ…