ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଜଗନ୍ନାଥଙ୍କର ଅନୁଷ୍ଠିତ ହେଲା କାଳୀୟ ଦଳନ ଓ ଧେନୁକାସୁର ବଧ ଲୀଳା
ପୁରୀ - କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଦୂପ ପରେ ତିନି ଖଣ୍ଡ ଆଜ୍ଞାମାଳ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର ଭୋଗ ସରିଲେ ମଦନମୋହନ ଓ ରାମ କୃଷ୍ଣ ଭିତର ସିଂହାସନକୁ ବେଜ କରିଥିଲେ । ଏହାପରେ ଲୋକନାଥ ରାସ୍ତାରେ ଥିବା ଲବଣୀ…