ଜଷ୍ଟିସ୍ ଶରଦ ଅରବିନ୍ଦ୍ ବୋବ୍ଡେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ - ଜଷ୍ଟିସ୍ ଶରଦ ଅରବିନ୍ଦ୍ ବୋବ୍ଡେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ଆସନ୍ତା ନଭେମ୍ବର ୧୭ ତାରିଖରେ ବର୍ତ୍ତମାନ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ରଞ୍ଜନ୍ ଗୋଗୋଇ ଅବସର ନେବେ।
ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ…