ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସୀ ଖବର – ଏହି ୭ଟି ସେକ୍ଟରେ ନିଯୁକ୍ତିର ପ୍ରବଳ ସୁଯୋଗ
ନୂଆଦିଲ୍ଲୀ -- ଏବେ ଭାରତର ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଚାକିରିରେ ୭.୧୨ ପ୍ରତିଶତ ବୃଦ୍ଧି ହୋଇଛି ।
ଟିମଲିଜ୍ ସର୍ଭିସେସ୍ ନିଜର ଏକ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷରେ ଚାକିରରେ ବୃଦ୍ଧି ହୋଇଥିବା ସୂଚନା ଦେଇଛି ।…