ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ବୟ ନେଟ୍ୱର୍କ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ
ଭୁବନେଶ୍ୱର: ଇ-ଏସ୍ସିଏଫ୍ ପାଇଁ ପ୍ରଥମ ଫିନ୍ଟେକ୍ ସହଯୋଗୀ ଭାବେ ବୟ ନେଟୱର୍କ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସହଯୋଗିତା ସ୍ଥାପନ କରାଯାଇଛି । ଭାରତରେ ଯୋଗାଣ ଶୃଙ୍ଖଳ ଫାଇନାନ୍ସକୁ ଆଗକୁ ବଢ଼ାଇବାରେ ଏହି ସହଯୋଗିତା ବିଶେଷ ସହାୟକ ହେବ । ଆଇଡିବିଆଇ!-->…