Browsing Tag

INDIA NEWS

ଚୀନଠାରୁ ଋଣ ଆଣଥିବା ଦେଶ  ପସ୍ତାଇବେ: ଏପରି ଦେଶମାନଙ୍କୁ ସତର୍କ କଲେ ଭାରତର ସେନାଧ୍ୟକ୍ଷ

ନୂଆଦିଲ୍ଲୀ:  ଏବେ ଭାରତର ପଡୋଶୀ ଦେଶ ନେପାଳର ଚୀନ ପ୍ରେମ ବୃଦ୍ଧି ପାଇଛି । ଭାରତର ହାତ ଛାଡି ଚୀନ ପଛରେ ନେପାଳର ସରକାର ଦଉଡିଛନ୍ତି । ଭାରତକୁ କେତକ କ୍ଷେତ୍ରରେ ଖୋଲା ଖୋଲି ଅସହଯୋଗ କରୁଥିବା ପଦାରେ ପଡିଲାଣି । । ସୂଚନାଯୋଗ୍ୟ ଯେ ଭାରତର ଅଧିକାଂଶ ପଡୋଶୀ ଦେଶ ଚୀନଠାରୁ ଋଣ ନେଇ ବିଭିନ୍ନ…

ନିକଟ ଭବିଷ୍ୟତରେ ପାକିସ୍ତାନ ରସାତଳକୁ ଯିବ ହେବ ତଳି ତଳାନ୍ତ

ନୂଆଦିଲ୍ଲୀ: ପାକିସ୍ତାନ ରସାତଳକୁ ଯିବା ସହ  ହେବ ତଳି ତଳାନ୍ତ ।  ଗୁରୁତର ଆର୍ଥିକ ସଂକଟରେ ପଡିଥିବା ପାକିସ୍ତାନକୁ  ଝଟକା ଉପରେ ଠକା ଲାଗୁଛି  । ଆତଙ୍କବାଦକୁ ଦମନ କରିବା ପାଇଁ ପାକିସ୍ତାନ କିଛି ନ କରି ଓଲଟା ପ୍ରୋତ୍ସାହନ ଦେଉଛି । ଆତଙ୍କବାଦୀ ସଂଗଠନମାନଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା…

 ମିଶିଯିବେ ଏହି ତିନୋଟି ବଡ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ

ନୂଆଦିଲ୍ଲୀ:   କେନ୍ଦ୍ର ସରକାର ବ୍ୟାଙ୍କ କ୍ଷେତ୍ରରେ କେତେକ ସଂସ୍କାର ନିୟମ ଅନୁସାରେ ।  ବିଭିନ୍ନ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଏହା ମଧ୍ୟରେ ଅନ୍ୟତମ । । ଅର୍ଥମନ୍ତ୍ରୀ  ଅରୁଣ ଜେଟଲୀ କହିଥିଲେ ଯେ ସରକାରଙ୍କ ଯୋଜନା ହେଉଛି ଦୁଇଟି ସବଳ ବ୍ୟାଙ୍କ ସହିତ ଗୋଟିଏ ଦୁର୍ବଳ ବ୍ୟାଙ୍କକୁ ମିଶାଇବା ।…

ଦେଶବ୍ୟାପୀ ବ୍ରଡ଼ଗେଜ ରେଳ ଲାଇନର ୧୦୦% ବିଦ୍ୟୁତକରଣ ହେବ

ନୂଆଦିଲ୍ଲୀ .- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଭାରତୀୟ ରେଳବାଇର ବ୍ରଡ଼ଗେଜ ପାଇଁ ୧୦୦% ବିଦ୍ୟୁତକରଣ ବ୍ୟବସ୍ଥା ପ୍ରସ୍ତାବକୁ ମଂଜୁରି ପ୍ରଦାନ କରିଛି । ଏବେ ଭାରତୀୟ ରେଳବାଇର ମୋଟ ୧୦୮ଟି…

ଭାରି ଓ ଆଂଶିକଭାବେ ହାଲୁକା ଆଖୁରସ ଏବଂ ଆଖୁରସରୁ ପ୍ରସ୍ତୁତ ୧୦୦% ଇଥାନଲର ମୂଲ୍ୟ ନିର୍ଦ୍ଧାରଣ/ ସଂଶୋଧନ

ନୂଆଦିଲ୍ଲୀ . -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଭାରି ଓ ଆଂଶିକଭାବେ ହାଲୁକା ଆଖୁରସ ଏବଂ ଆଖୁରସରୁ ପ୍ରସ୍ତୁତ ୧୦୦% ଇଥାନଲର ମୂଲ୍ୟ ନିର୍ଦ୍ଧାରଣ/ ସଂଶୋଧନ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।…

ଭାରତରେ ସମୁଦ୍ର ନାବିକଙ୍କ ସଂଖ୍ୟା ଦେଢ଼ ଗୁଣା ବୃଦ୍ଧି

ନୂଆଦିଲ୍ଲୀ . – ଦେଶରେ ନାବିକଙ୍କ ସଂଖ୍ୟା ବୃଦ୍ଧି ପାଇଛି । କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଏଲ୍ ମାଣ୍ଡଭୀୟ କହିଛନ୍ତି ଯେ, ସମୁଦ୍ର ନାବିକଙ୍କ ସଂଖ୍ୟା ଭାରତରେ ପ୍ରାୟ ୬୦,୦୦୦ ବୃଦ୍ଧି ଘଟିଛି । ପୂର୍ବରୁ ଜାହାଜ ସମ୍ପର୍କିତ…

ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ।

ନୂଆଦିଲ୍ଲା  --  ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ ହୋଇଛି ।କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତରା ଆବାସ ନକଭୀ ଏହାର ଉଦ୍‌ଘାଟନ କରିଛନ୍ତି  । ଏହି ଅବସରରେ ନକଭୀ କହିଲେ ଯେ, ଏହି ଆପ୍ ଗରିବ ଓ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀମାନେ ଯେପରି ସହଜରେ…

ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଆରମ୍ଭ

ନୂଆଦିଲ୍ଲୀ . -କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଠାରେ ବ୍ୟାଟେରୀ ଚାଳିତ ବସ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ଇଣ୍ଡିଆ ଟିଭିର କଂପାନୀ ସାମାଜିକ ଦାୟିତ୍ୱ (ଉଝଜ) ଅନ୍ତର୍ଗତ ଏକ…

ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ. - ଜଷ୍ଟିସ ରଞ୍ଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ରାଷ୍ଟ୍ରପତି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅବସର ଗ୍ରହଣ ପରେ ଆସନ୍ତା ଅକ୍ଟୋବର ୩, ୨୦୧୮ରେ ଜଷ୍ଟିସ ଗୋଗୋଇ ନୂତନ କାର୍ୟ୍ୟଭାର…

ସାରିଡନ୍‌ ସହ ୩୨୮ଟି ଔଷଧ  ଭାରତରେ  ବିକ୍ରି ବନ୍ଦ କଲେ ସରକାର, ପାନ୍‌ଡ୍ରେମ୍‌ ବି ନିଷିଦ୍ଧ

ନୂଆଦିଲ୍ଲୀ . – ପ୍ରସିଦ୍ଧ ପେନ୍‌କିଲର ସାରିଡନ୍‌ ସହ ୩୨୮ଟି ଔଷଧକୁ  ବାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । କେତକ ଔଷଧର ମିଶ୍ର ବା କମ୍ବିନେସନ୍‌ ଓ ଏପ୍‌ଡିସିକୁ ବି ନିଷେଧ କରାଯାଇଛି । କେତକ ଔଷଧକୁ ଅଲଗା କାମରେ ବ୍ୟବହରା କରାଯାଉଥିବାରୁ ତାହାକୁ ନିଷେଧ କରାଯାଇଛି । ମାତ୍ର ଭିକ୍ସ…