Browsing Tag

INDIA NEWS

ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି, ଏହାର ପ୍ରଭାବରେ ରାଜ୍ୟରେ ଆ ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ…

ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆଜି ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ପରିବହନ ନିୟମ କଲେ କୋହଳ

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପରିବହନ ନିୟମରେ କୋହଳ ଅବଧି ବୃଦ୍ଧି କରିଛନ୍ତି । ୨୦୨୦ ଫେବୃୟାରୀ ପହିଲାରୁ କିମ୍ବା ୨୦୨୧ ଅକ୍ଟୋବର ୩୧ ତାରିଖ ପୂର୍ବରୁ ବୈଧତା ଶେଷ ହେଉଥିବା ଗାଡ଼ିଗୁଡ଼ିକର ଫିଟ୍‍ନେସ୍‍ ସାର୍ଟିଫିକେଟ୍‍, ଅଣପରିବହନ

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍‍ର ସଦସ୍ୟ…

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍‍ର ସଦସ୍ୟ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ହକିରୁ ବୀରେନ୍ଦ୍ରଙ୍କ ସନ୍ନ୍ୟାସ ନେବା ବିଷୟ ‘ହକି ଇଣ୍ଡିଆ’ ଟ୍ୱ ିଟ୍‌ କରି ସୂଚନା ଦେଇଛି । ୩୧ ବର୍ଷୀୟ ଲାକ୍ରା ଭାରତ ପାଇଁ ୨୦୧ଟି

ପିପିଲି ବିଧାନସଭା ଆସନ ଉପନିର୍ବାଚନ ଲାଗି ୩୪୮ଟି ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ଶେଷ-୭୫ ପ୍ରତିଶତ ମତଦାନ ହୋଇଥିବା…

ପିପିଲି ବିଧାନସଭା ଆସନ ଉପନିର୍ବାଚନ ଲାଗି ୩୪୮ଟି ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ସମ୍ପୂର୍ଣ୍ଣ କୋଭିଡ୍‍ ଗାଇଡ୍‍ ଲାଇନ୍‍ ମଧ୍ୟରେ ଆଜି ପୂର୍ବାହ୍ନ ୭ଟାରୁ ଭୋଟ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା । ଭୋଟରମାନେ ଧାଡିରେ ଯାଇ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷ ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଆଭ୍ୟନ୍ତରୀଣ ଜିଲ୍ଲା ସମେତ ମୟୂରଭଞ୍ଜ, ପୁରୀ ଏବଂ ଜଗତ୍‍ସିଂହପୁରରେ ପ୍ରବଳ ବର୍ଷ ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼,

ବୁଧବାରରୁ ପାରମ୍ପରିକ ରୀତି ଅନୁଯାୟୀ ଶ୍ରୀମନ୍ଦିରର ଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡଶ ଦିନାତ୍ମକ ଶାରଦୀୟ…

ବୁଧବାର ପାରମ୍ପରିକ ରୀତି ଅନୁଯାୟୀ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା'ବିମଳାଙ୍କ ଷୋଡଶ ଦିନାତ୍ମକ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏଥିଲାଗି ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ବେଶ୍‍ ତତ୍ପରତା ଦେଖାଦେଇଛି । ବିମଳାଙ୍କ ସମେତ ଦୁର୍ଗାଙ୍କ ଚଳନ୍ତି ପ୍ରତିମାଙ୍କୁ ସହସ୍ର କୁମ୍ଭାଭିଷେକ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କର ଖଣ୍ଡାବସା ପର୍ବ ସମ୍ପନ୍ନ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କର ଖଣ୍ଡାବସା ପର୍ବ ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି । କୋଭିଡ କଟକଣା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଥିଲା । ୬୦ ଜଣ ସେବାୟତ ଏହି ପର୍ବରେ ସାମିଲ ହୋଇଥିଲେ । ଏହି ପର୍ବକୁ କଳାହାଣ୍ଡିର ଦଶହରାର

ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ -୨୦୧ଟି ବୁଥ୍‍କୁ ସମ୍ବେଦନଶୀଳ,ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର…

ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି(ଶୁକ୍ରବାର ସେପ୍ଟେମ୍ବର ୩୦ରେ) ମତଦାନ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା

ଆସନ୍ତା ପହିଲାରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଅଫ୍‍ଲାଇନ୍‍ ପରୀକ୍ଷା -ସବୁ ପରୀକ୍ଷା…

ଆସନ୍ତା ପହିଲାରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଅଫ୍‍ଲାଇନ୍‍ ପରୀକ୍ଷା ଅନୁଷ୍ଠିତ ହେବ । ବିକଳ୍ପ ମୂଲ୍ୟାୟନ ପଦ୍ଧତିକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଉଛନ୍ତି । ତେବେ ପରିଷଦ ପକ୍ଷରୁ ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‍ଜିଟ୍‍ ପୋଲ୍‍କୁ ନିଷିଦ୍ଧ…

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‍ଜିଟ୍‍ ପୋଲ୍‍କୁ ନିଷିଦ୍ଧ କରାଯାଇଛି । କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ୍‍ବ୍ୟୁରୋ, ରେଡିଓ ଏବଂ ଟିଭି ଚ୍ୟାନେଲ୍‍ ଏକ୍‍ଜିଟ୍‍ ପୋଲ୍‍ ପ୍ରକାଶ ଓ ପ୍ରସାର କରିପାରିବେ ନାହିଁ ବୋଲି ରାଜ୍ୟ