Browsing Tag

helecopter accide

କେଦାର ନାଥରେ ବାୟୁସେନାର ହେଲିକାପ୍ଟର ଦୁର୍ଘଟଣା ହେଲେ ବଞ୍ଚିଗଲେ ସମସ୍ତେ

ନୂଆଦିଲ୍ଲୀ:  କେଦାରନାଥ ମନ୍ଦିର ନିକଟରେ  ସେନାର ଏକ ଏମ୍‌ଆଇ-୧୭ ହେଲିକାପ୍ଟରଟି ଖସି ପଡିଛି । ମାତ୍ର ଏଥିରେ ଥିବା ପାଇଲଟଙ୍କ ସହ ସମସ୍ତ ସେନା କର୍ମଚାରୀ ବଞ୍ଚିଯାଇଛନ୍ତି ଷ କେଦାରନାଥ ମନ୍ଦିର ନିକଟରେ ହେଲିକାପ୍ଟରଟି ଅବତରଣ କରୁଥିଲା । ଏତିକି ବେଳେ ସୁରକ୍ଷ ପାଇଁ ଦିଆଯାଇଥିବା ଲୁହା…