ଦେଶ ସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳୀପୂଜା ଆୟୋଜିତ
ଦେଶର ବିଭିନ୍ନ ସ୍ଥାନରେ କାଳୀପୂଜା ଅନୁଷ୍ଠିତ ହେଉଛି । ତେବେ କୋଭିଡ କଟକଣା ଯୋଗୁଁ କଟକ ସହର ସମେତ ବିଭିନ୍ନ ସ୍ଥାନରେ ମୂର୍ତ୍ତିର ଉଚ୍ଚତା କମ୍ କରାଯିବା ସହିତ ନିରାଡମ୍ବର ଭାବେ ପୂଜା ଅନୁଷ୍ଠିତ ହେଉଛି । ଯାଜପୁର ଜିଲ୍ଲାରେ ମଧ୍ୟ ନିରାଡମ୍ବର ଭାବେ କାଳୀପୂଜା ଆୟୋଜନ କରାଯାଇଛି…