ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍ଘାଟିତ
ବୈଦ୍ଧ- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ତିତିରିକଟା ଠାରେ ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ୩୫ ଏକର ଜମି ଉପରେ ପ୍ରତିଷ୍ଠିତ ଏହି ପ୍ରକଳ୍ପରେ ଦିନ ପ୍ରତି ୨୬୦ କିଲୋ ଲିଟର ଏକ୍ସ୍ଟ୍ରାନ୍ୟୁଟ୍ରାଲ୍ ଆଲ୍କୋହଲ୍ ଉତ୍ପାଦନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ…