Browsing Tag

Centre to pay one-time `15 lakh for poor with rare disease

ଗରିବଙ୍କ ଗୁରୁତର ରୋଗ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଓ୍ୱାନ ଟାଇମ୍‌ ଦେବେ ୧୫ ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ - ରେୟାର ଡିଜିଜ୍‌ ବା ଗୁରୁତର ରୋଗ ପାଇଁ କେନ୍ଦ୍ର ସରକାର ଗରିବ ଲୋକଙ୍କ ଚିକିତ୍ସା ପାଇଁ ୧୫ ଲକ୍ଷ ଟଙ୍କା ସାହାଯ୍ୟ ଦେବେ । ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଯୋଜନାରେ ଏକ କାଳୀନ ଏହି ସାହାଯ୍ୟ କରାଯିବ । ଏହି ବିଧେୟକ ର ନ୍ୟାସନାଲ ପଲିସି ବା ଜାତୀୟ ନୀତିକୁ ପ୍ରସ୍ତୁ କରାଯାଇଛି ।…