୩୬୧ କୋଟି ଟଙ୍କାରେ ବିକ୍ରି ହେଲା ୧୯ କ୍ୟାରେଟର ହୀରା
ଜିନିଭା . - ସ୍ୱିଜରଲାଣ୍ଡରେ ଜିନିଭାଠାରେ ଅନୁଷ୍ଠିତ ଏକ ହୀରା ନିଲାମୀ ରେ ୧୯ କ୍ୟାରେଟ୍ର ଏକ ହୀରା ୩୬୧ କୋଟି ଟଙ୍କାରେ ବିକ୍ରି ହୋଇଛି । ଏପରି ଦରରେ ହୀରା ବିକ୍ରି ହେବା ଏହା ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।
ଏହି ହୀରାଟି ଦକ୍ଷିଣ ଆଫ୍ରିକାର ହୀରଖଣିରୁ ମିଳିଥିଲା । ଜିନିଭାର…